Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିକୁ ପୁଣି ଶ୍ରୀମୟୀଙ୍କ ନିଶାଣ

    Share on :
    ajab-Image
    Date: Nov 14, 2025    Views: 2781

    ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଫଳ ଘୋଷଣା ପୂର୍ବରୁ ବିଜେଡିକୁ ନିଶାଣ କରିଛନ୍ତି ଦଳରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ସାମାଜିକ ଗଣମାଧ୍ୟମରେ ବିଜେଡି ନାଁ ନନେଇ ଉଲ୍ଲେଖ କରିଛନ୍ତି ଯେ, ଗୋଟେ ନୂଆ ଟ୍ରେଣ୍ଡ ଚାଲିଛି । ନିର୍ବାଚନ ମୁକ୍ତ ଆଉ ସ୍ବଚ୍ଛ ନଥିଲା। ଗତ ଦୁଇଦିନ ହେଲା ଏହି ସ୍କ୍ରିପ୍ଟକୁ ସମସ୍ତେ ପଢୁଛନ୍ତି। କେଉଁଠୁ ଆସିଛି ଏ ସ୍କ୍ରିପ୍ଟ ? କିଏ ପ୍ରଥମେ ଲେଖିଥିଲା ଏ ଲାଇନ, କିଏ ସେଇ ଅସଲ ମାଷ୍ଟରମାଇଣ୍ଡ? ଆଉ ଏହାକୁ ପୋଷା ଶୁଆ ଭଳି ଗାଉଥିବା ନେତାମାନେ ନିଜର ଅସ୍ତିତ୍ବ ଭୁଲିଗଲେଣି। ବାକି ସବୁ କପି-ପେଷ୍ଟ ଗ୍ୟାଙ୍ଗ ଗୋଟେ ଗୋଟେ କରି କହି ଚାଲିଛନ୍ତି। ପବ୍ଲିକ ସବ୍ ଜାନତା ହୈ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook