Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ଅଜବ

ମୁଖ୍ୟ ଖବର

2
Read more

ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର, କେମିତି ?

ଭୁବନେଶ୍ୱର : ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲା । ବିଷଧର ସାପ ସହ ଅଧଘଣ୍ଟା ଲଢେ଼ଇ କଲା । ଶେଷରେ ହାର ମାନି ଫେରି ଯାଉଥିବା ସାପକୁ ଦୁଇ ଖଣ୍ଡ କରି ଛିଣ୍ଡାଇ ଦେଲା । ମୁହଁ ଖୋଲି କେତେ ବିଶ୍ୱସ୍ତ କହିପାରିନଥିଲେ ବି କାମରେ ତାହା କରି ଦେଖାଇଲା । ଜୟପୁର ପାୱାର ...
2
Read more

ବିଶ୍ୱ ଅନାଥ ଦିବସ

ପ୍ରତିବର୍ଷ ନଭେମ୍ବର ଦ୍ୱିତୀୟ ସୋମବାରରେ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି ‘ବିଶ୍ୱ ଅନାଥ ଦିବସ’ । ଯୁଦ୍ଧ, ମରୁଡ଼ି, ଦେଶାନ୍ତର, ମହାମାରୀ ଓ ଦାରିଦ୍ର୍ୟ ଆଦି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହେଉଛନ୍ତି । ସେମାନଙ୍କ ଯତ୍ନ ...
2
Read more

୫୦ ବର୍ଷୀୟା ମା' ପାଇଁ ଟ୍ୱିଟର୍ରେ ବର ଖୋଜୁଛି ଝିଅ

ନୂଆଦିଲ୍ଲୀ : ଭାରତୀୟ ସମାଜରେ ପ୍ରତ୍ୟେକ ମା'ର ସ୍ୱପ୍ନ ଥାଏ ନିଜ ଝିଅ ପାଇଁ ଭଲ ବର ସନ୍ଧାନ କରିବା, ଯିଏକି ତା'କୁ ଖୁସି ଓ ଶାନ୍ତିରେ ରଖିପାରିବ । କିନ୍ତୁ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ ମାଧ୍ୟମରେ ଜଣେ ଝିଅ ନିଜ ୫୦ ବର୍ଷୀୟା ମା'ଙ୍କ ପାଇଁ ୫୦ ବର୍ଷୀୟ ଉତ୍ତମ ...
2
Read more

ଚୀନ ଉଡ଼ାଇଲା ଇଲେକ୍ଟି୍ରକ ବିମାନ

ସାରା ବିଶ୍ୱ ଏବେ ଇଲେକ୍ଟି୍ରକ କାର୍ରକୁ ଯାତାୟତର ପରବର୍ତ୍ତୀ ବିକଳ୍ପ ଭାବେ ଚିନ୍ତା କରୁଥିବା ବେଳେ ଚୀନ ଏ ଦିଗରେ ବହୁ ଆଗରେ ଅଉି । ଏହି ଦେଶ ପ୍ରଥମ ଥର ପାଇଁ ଏକ ଇଲେକ୍ଟି୍ରକ ବିମାନ ବିକଶିତ କରିଛି । ଏବଂ ଏହାର ପରୀକ୍ଷା ମୂଳକ ଉଡ଼ାଣ ମଧ୍ୟ ସଫଳ ହୋଇଛି । ...
2
Read more

ଦାନ୍ତର ଲମ୍ବ ୩.୭୨ ସେମି

କ୍ରୋଏସିଆର ୪୮ ବର୍ଷୀୟ ମିଜୋ ଭୋଡୋପିଜା ନାମକ ଜଣେ ବ୍ୟକ୍ତିିଙ୍କ ଦାନ୍ତ ବିଶ୍ୱର ସବୁଠାରୁ ଲମ୍ବା ଦାନ୍ତ ଭାବେ ଗିନିଜ ବୁକ୍ ଅଫ ଦ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି । ତାଙ୍କ ଦାନ୍ତ ଲମ୍ବ ୧.୪୬ ଇଞ୍ଜ ବା ୩.୭୨ ସେଣ୍ଟିମିଟର । ସବୁଠୁ ଲମ୍ବା ଦାନ୍ତ ପାଇଁ ପୂର୍ବରୁ ଗିନିଜ ...
2
Read more

ଦୁର୍ଘଟଣାରୁ ରକ୍ଷା କରିବ ‘ସେଫ୍ଟି ଟ୍ରକ୍’

ବିଶ୍ୱସ୍ତରୀୟ ଏକ ନାମୀ କମ୍ପାନୀ ଇତି ମଧ୍ୟରେ ‘ସେଫ୍ଟି ଟ୍ରକ୍’ ର ଚଳାଚଳ ଆରମ୍ଭ କରିଛି । ବର୍ତ୍ତମାନ ସମୟରେ ଏହି ଟ୍ରକ କେବଳ ଇଉରୋପର କେତୋଟି ରାଷ୍ଟ୍ର ଆମେରିକାର ନୁ୍ୟୟର୍କ, କାଲିଫର୍ଣ୍ଣିଆ ଓ ଜାପାନରେ କାର୍ଯ୍ୟକାରୀ ହୋଇଥିବାର ପ୍ରକାଶ । ଆଗାମୀ ଦିନରେ ବିଶ୍ୱର ...
2
Read more

‘ଷ୍ଟାଚୁ୍ୟ ଅଫ୍ ୟୁନିଟି’

ଲୌହପୁରୁଷ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ଲୌହ ମୂର୍ତ୍ତି ଷ୍ଟାଚୁ୍ୟ ଅଫ୍ ୟୁନିଟି ଭାବେ ଖ୍ୟାତ । ୨୦୧୮ ଅକ୍ଟୋବର ୩୧ ତାରିଖ ପଟେଲଙ୍କ ୧୪୩ ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା । ଗୁଜରାଟର ...
2
Read more

ମହାକାଶରେ ଘର ନିର୍ମାଣ କରିବ ରୋବୋ

ମହାକାଶରେ ବାସସ୍ଥଳୀଠୁ ଆରମ୍ଭ କରି ଉଡ଼ାଜାହାଜ ଓ ପୃଥିବୀରେ ଘର ନିର୍ମାଣ ଲାଗି ବୈଜ୍ଞାନିକମାନେ ନୂଆ ପ୍ରକାର ରୋବୋ ବିକାଶ କରିଛନ୍ତି, ଯାହା ମଣିଷର ବିଶାଳ ଢ଼ାଞ୍ଚା ନିର୍ମାଣ ତରିକାକୁ ବଦଳାଇ ପାରିବ । ଇଂରାଜୀ ଅକ୍ଷର ‘ଭି’ ଆକୃତିର ଏହି ମେସିନ ଗୁଡ଼ିକ ...
2
Read more

ଏକ କିଲୋ ପ୍ଲାଷ୍ଟିକ ବଦଳରେ ଏକ କିଲୋ ଚାଉଳ

ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଏକ କିଲୋଗ୍ରାମ ଓଜନର ପ୍ଲାଷ୍ଟିକ ଆବର୍ଜନା ଦାଖଲ କଲେ, ସରକାରଙ୍କ ପକ୍ଷରୁ ଦିଆଯାଉଛି ଏକ କିଲୋଗ୍ରାମ ଚାଉଳ । ମୁଲୁଗୁ ଜିଲ୍ଲାର ୧୭୪ ଟି ଗ୍ରାମରେ ଏଥିପାଇଁ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି । ଯିଏ ଚାହିଁବେ, ସେଗୁଡ଼ିକରେ ପ୍ଲାଷ୍ଟିକ ...
2
Read more

ଷୋହଳ ଲକ୍ଷର ବିଲେଇ

ଆଫି୍ରକା, ମଧ୍ୟ ପ୍ରାଚ୍ୟ ଓ ଭାରତରେ ଦେଖିବାକୁ ମିଳୁଥିବା କାରାକାଲ ପ୍ରଜାତିର ଜଙ୍ଗଲୀ ବିଲେଇ ଓ ଆବିସିନିଆନ ବିଲେଇଙ୍କ ମଧ୍ୟରେ ପ୍ରଜନନ ମାଧ୍ୟମରେ ସୃଷ୍ଟି କରାଯାଉଥିବା ସଙ୍କର ପ୍ରଜାତିର ବିରାଡ଼ି ବିଶ୍ୱରେ ସବୁଠାରୁ ମୂଲ୍ୟବାନ । ଏହାକୁ ଇଂରାଜୀରେ କୁହାଯାଏ ...
2
Read more

୧୪୫ କିଲୋ ଓଜନର ରୁଟି

ଉତ୍ତର ଭାରତର ଏକ ପ୍ରମୁଖ ଖାଦ୍ୟ ଭାବେ ପରିଚିତ ‘ରୁଟି’ର ଆଦର ଏବେ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଦେଖିବାକୁ ମିଳୁଛି । ଗହମ ରୁଟିର ଚାହିଦା ଅଧିକ ହୋଇଥିବା ବେଳେ ଅନ୍ୟ ରୁଟିର ଚାହିଦା ମଧ୍ୟ ବଢ଼ୁଛି । ଏଇ ରୁଟି ପାଇଁ ଭାରତ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡସରେ ମଧ୍ୟ ...
2
Read more

ଜିନ୍ସ, ଟପ୍ ପିନ୍ଧା ଝିଅଙ୍କୁ ମିଳୁନି ଡ୍ରାଇଭିଂ ଟେଷ୍ଟ୍ ଅନୁମତି

ଚେନ୍ନାଇ: ଜିନ୍ସ, ସ୍ଲିଭଲେସ୍ ଟପ୍ ପିନ୍ଧିଥିବା ଝିଅଙ୍କୁ ତାମିଲନାଡ଼ୁରେ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ଅନୁମତି ମିଳୁନାହିଁ । ଚେନ୍ନାଇର କେକେ ନଗରରେ ନିକଟରେ ଏଭଳି ଦୁଇଟି ଘଟଣା ଘଟିବା ନଜରକୁ ଆସିଛି । ଗତ ସପ୍ତାହରେ ପବିତ୍ରା ନାମକ ଜଣେ ଯୁବତୀ ଜିନ୍ସ ଓ ସ୍ଲିଭଲେସ ଟପ୍ ...
2
Read more

ଯୌତୁକରେ ୨୧ ସାପ

ବାହାଘର ବେଳେ ଘରଲୋକେ ଝିଅ ସାଙ୍ଗରେ ତା’ର ଶାଶୁଘରକୁ ବିଭିନ୍ନ ଘରକରଣା ସାମଗ୍ରୀ ଦେଇଥାନ୍ତି । ହେଲେ ଏହି ସମ୍ପ୍ରଦାୟରେ ଯୌତୁକ ଆକାରରେ ବିଷାକ୍ତ ସାପ ଦିଆଯାଏ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୧ ପ୍ରକାର ସାପ । ଯେ ପର୍ଯ୍ୟନ୍ତ ପରିବାର ଲୋକେ ଏହି ସାପ ଯୋଗାଡ଼  ...
2
Read more

ବିନା ଦାଢ଼ି ଦିବସ

ପ୍ରତିବର୍ଷ ଅକ୍ଟୋବର ୧୮ ତାରିଖରେ ପାଳନ କରାଯାଉଛି ‘ନୋ ବିଅର୍ଡ୍ ଡେ’ ବା ‘ବିନା ଦାଢ଼ି ଦିବସ’ । ଦାଢ଼ି ପୁରୁଷତ୍ୱର ଏକ ପ୍ରତୀକ । ବହୁ ପୁରୁଣା କାଳରେ ଅଧିକାଂଶ ପୁରୁଷ ଦାଢ଼ି ରଖୁଥିଲେ । ରାଜ-ରାଜୁଡ଼ାମାନେ ମଧ୍ୟ ଶ୍ମଶ୍ରୁଧାରୀ ଥିଲେ । ଆଲେକଜାଣ୍ଡାର ଦ ଗ୍ରେଟ୍ ...
0
Read more

ଚାଲିବା ବେଗରୁ ବୟସ ବୃଦ୍ଧିର ସଂକେତ

ଆପଣଙ୍କ ଚାଲିବା ବେଗରୁ ଡିମେନସିଆ ଭଳି ପ୍ରାଣଘାତକ ରୋଗର ଲକ୍ଷଣ ଦକ୍ଷିଣ ପୂର୍ବରୁ ଅନୁମାନ କରାଯାଇପାରିବ ବୋଲି ଏକ ସଦ୍ୟ ଅଧ୍ୟୟନ ପ୍ରସ୍ତାବ ଦେଇଛି । ମନ୍ଥର ଗତିରେ ଚାଲୁଥିବା ୪୫ ବର୍ଷୀୟ ବ୍ୟକ୍ତିଙ୍କ ମସ୍ତିଷ୍କ ଓ ଶରୀର ସେହି ବୟସର ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ...
0
Read more

ଚକ ର କରାମତି

ବିଦ୍ୟାଳୟ ଓ ମହାବିଦ୍ୟାଳୟ କଳାପଟା ନିମନ୍ତେ ଚକ୍ ଏକ ପ୍ରମୁଖ ଆବଶ୍ୟକତା । ଏହି ଚକ୍ ଖୁବ୍ ସାଧାରଣ ମନେ ହେଉଥିଲେ ମଧ୍ୟ ଏହାକୁ ଅନ୍ୟ କାମରେ ମଧ୍ୟ ଉପଯୋଗ କରିହେବ । ରୂପା ବାସନକୁ ଚମକାଇବାକୁ ଚାହୁଁଥିଲେ ଚକ୍ର ଉପଯୋଗ କରିପାରିବେ । ଚକ୍କୁ ଭଲ ଭାବେ ଗୁଣ୍ଡ କରି ରୂପା ...
ଆପଣଙ୍କ ମତ ଅଧିକ ଖବର

Find us on Facebook

ବିତର୍କ