Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

Read more

କୁଆକୁ କ’ଣ ପାଇଁ କୁହାଯାଏ ପିତୃପୁରୁଷ

କୁହାଯାଏ କୁଆକୁ ଖାଦ୍ୟ ଦେଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି  । କୁଆକୁ ପିତୃପୁରୁଷଙ୍କ ସ୍ୱରୂପ ବୋଲି କୁହାଯାଇଥାଏ  । କୁଆକୁ ଖାଇବାକୁ ଦେଲେ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି  । ତେବେ ମନରେ ପ୍ରଶ୍ନ ଆସେ କ’ଣ ସତରେ କୁଆକୁ ଖାଇବାକୁ ଦେଲେ ପୂର୍ବପୁରୁଷ ...
Read more

ପିତୃପକ୍ଷ ସକାଳେ କରନ୍ତୁ ଏହି ୫ କାର୍ଯ୍ୟ, ହେବ ଧନପ୍ରାପ୍ତି

ଆରମ୍ଭ ହୋଇଗଲାଣି ପିତୃପକ୍ଷ  । ଏହି ସମୟ ବହୁତ ଶୁଭ ହୋଇଥାଏ  । କାରଣ ଏହି ସମୟରେ ପୂର୍ବପୁରୁଷ ନିଜ ପରିବାରକୁ ଆସିଥାନ୍ତି ଓ ତାଙ୍କୁ ଆର୍ଶୀବାଦ ଦେଇଥାନ୍ତି  । ଶାସ୍ତ୍ରରେ କୁହାଯାଇଛି ପିତୃ ପକ୍ଷରେ ସକାଳୁ ଉଠି କିଛି କାର୍ଯ୍ୟ କଲେ କେବଳ ପୂର୍ବପୁରୁଷ ପ୍ରସନ୍ନ ...
Read more

ମହାଳୟାରେ ଦାନ କରନ୍ତୁ ଏହି ୭ଟି ଜିନିଷ, ହେବ ସ୍ୱର୍ଗ ପ୍ରାପ୍ତି

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ହିନ୍ଦୁ ଧର୍ମରେ ମହାଳୟାରେ ଶ୍ରାଦ୍ଧ କର୍ମ କରାଯାଇଥାଏ  । କୁହାଯାଏ ପିତୃପକ୍ଷରେ ଯମରାଜ ନିଜ ଆତ୍ମୀୟ ପରିଜନଙ୍କୁ ଭେଟିବା ପାଇଁ ପୂର୍ବପୁରୁଷକୁ ମୁକ୍ତ କରିଥାନ୍ତି  । ଏହି ସମୟରେ ପିତୃପୁରୁଷଙ୍କୁ ପିଣ୍ଡ ଦେଲେ ତାଙ୍କ ...
Read more

ମହାଳୟାରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜା

କୁହାଯାଏ ମହାଳୟା ବଙ୍ଗାଳିମାନଙ୍କ ପର୍ବ, କିନ୍ତୁ ଏହାକୁ ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ  । ମହାଳୟା ବଙ୍ଗଳାଙ୍କ ପାଇଁ ମହତ୍ୱପୂର୍ଣ୍ଣ ପର୍ବ  । ମା’ ଦୁର୍ଗାଙ୍କ ଠାରେ ଆସ୍ତା ରଖୁଥିବା ଲୋକ ବର୍ଷ ସାରା ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି  । ମହାଳୟା ...
Read more

ମହାଳୟାର ପୂଜା ବିଧି ଓ ମହତ୍ୱ

ପିତୃ ପକ୍ଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ମହାଳୟା ପର୍ବ ପାଳନ କରାଯାଇଥାଏ  । ନବରାତ୍ରି ପୂର୍ବ ଅମାବସ୍ୟାରେ ମହାଳୟା ପଡେ଼  । ଭାଦ୍ରବ ମାସ ପୂର୍ଣ୍ଣିମା ପର ଠାରୁ ପିତୃପକ୍ଷ ଆରମ୍ଭ ହୋଇଥାଏ  । କୁହାଯାଏ ଏହି ସମୟରେ ପିତୃପୁରୁଷ ପୃଥିବୀକୁ ଆସିଥାନ୍ତି  । ମହାଳୟା ...
Read more

ସ୍ପେନର ହୋଲି ଟମାଟୋ ବ୍ୟାଟଲ ବା ‘ଲା ଟୋମାଟିନା’

ସ୍ପେନରେ ହେଉଥିବା ଗ୍ରୀଷ୍ମକାଳୀନ ପର୍ବ ଗୁଡ଼ିକ ଭିତରୁ ‘ଲା ଟୋମାଟିନା’ ଅନ୍ୟତମ । ସ୍ପେନର ବୁନୋଲ ପାଖରେ ଥିବା ଭାଲେନସିଆନ ସହରରେ ଅଗଷ୍ଟ ମାସର ଶେଷ ରବିବାରରେ ଏହା ପାଳନ କରାଯାଏ । ଲୋକମାନେ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଥାଆନ୍ତି । ସେଦିଦିନ ୧୧ ଟାରୁ ଆରମ୍ଭ ...
Read more

ଦେବମୂର୍ତ୍ତିକୁ ପରିକ୍ରମା କଲେ କ’ଣ ଫଳ ମିଳେ?

ପ୍ରସ୍ତୁତି - ହରପ୍ରିୟା ପୃଷ୍ଟି । ମନ୍ଦିରରେ ଯେଉଁ ସ୍ଥାନରେ ବିଧି ମୁତାବକ ପ୍ରାଣ ପ୍ରତିଷ୍ଠିତ ଦେବୀ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଥାଏ,ସେଇ ସ୍ଥାନର ମଧ୍ୟ ବିନ୍ଦୁରୁ କିଛି ମିଟର ଦୁର ପଯ୍ୟନ୍ତ ଐଶୀ ଶକ୍ତିର ଦିବ୍ୟପ୍ରଭାବ ରହିଥାଏ । ଏଣୁ ମନ୍ଦିରରେ ...
Read more

ଆଜି ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଯୋରନ୍ଦା: ଆଜିଠାରୁ ଆରମ୍ଭ ହେଉଛି ସପ୍ତାହବ୍ୟାପୀ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି । ମନ୍ଦିର ମାନଙ୍କରେ ଜଗତର କଲ୍ୟାଣ ନିମନ୍ତେ ମହିମା ଗୋସାଇଁଙ୍କ ଉଦେ୍ଧଶ୍ୟରେ ସାଧୁସନ୍ଥ ମାନେ ଘୃତାହୁତି ଲାଗି ପ୍ରସ୍ତୁତ ହେଲେଣି ...
Read more

ଓଁ ର ମାହାତ୍ମ୍ୟ କଣ?କଣ ଫଳ ମିଳେ?

“ଓଁ’’ସନାତନ ହିନ୍ଦୁଧର୍ମ ପ୍ରତୀକ । ଏହା ମଙ୍ଗଳର ଆବାହନି ଏବଂ ସମସ୍ତ ଅନିଷ୍ଟ ଓ ଅମଙ୍ଗଳ ବିନାଶକ । ଧାର୍ମିକ କ୍ଷେତ୍ରରେ “ଓଁ’’ ଖୁବ୍ ଗୁରୁତ୍ୱପୂର୍ଣ ।ଏହାର ଉଚ୍ଚାରଣରେ ମାନସିକ ଚେତନା ଜାଗ୍ରତ ହୋଇଥାଏ । ଶକ୍ତି,ଶାନ୍ତି,ଓ ଜାଗ୍ରତର ପ୍ରତୀକ “ଓଁ” । ...
Read more

ପରଲୋକରେ ରବି ସିଂ

ଭୁବନେଶ୍ୱର : ବିପ୍ଲବୀ କବି ରବି ସିଂଙ୍କ ପରଲୋକ ହୋଇଯାଇଛି  । କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ  । ମୃତୁ୍ୟବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା  । ନିଜ ଶବ୍ଦର ଯାଦୁକରୀରେ ସେ ବିପ୍ଲବର ବହ୍ନି ଲଗାଇ ପାରୁଥିଲେ  । ‘ପଥ ପ୍ରାନ୍ତର ...
Read more

ପରଲୋକରେ ସୁନନ୍ଦା ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ଗାୟିକା ତଥା ଘରେ ଘରେ ଗୁରୁ ମା’ ନାଁରେ ପରିଚିତ ସୁନନ୍ଦା ପଟ୍ଟନାୟକ ଆଜି (ରବିବାର) ସକାଳେ ୮୫ ବର୍ଷ ବୟସରେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ କୋଲକାତାର ଏକ ଘରୋଇ ଚିକିତ୍ସାଳୟରେ ...
Read more

ବାଙ୍କଚୂଡାÿ ବେଶ

କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୁଏ । କିମ୍ବଦନ୍ତୀ ଅନୁଯାୟୀ ମଥୁରାରୁ ଗୋପ ଆସିଥିବା ଅକ୍ରୁରଙ୍କୁ ଶ୍ରୀକୃଷ୍ଣ ବାଙ୍କଚୂଡା ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ...
Read more

ଅଁଳା ନବମୀ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବରୁ ଅଁଳା ନବମୀ ଭାବେ ଖ୍ୟାତ । ଏହି ଦିନ ଅଁଳା ବୃକ୍ଷକୁ ପୂଜା କରାଯାଏ । ଏହା ଦ୍ୱାରା ଅଖଣ୍ଡ ସୌଭାଗ୍ୟ, ଆରୋଗ୍ୟ, ସନ୍ତାନ ଓ ସୁଖ ପ୍ରାପ୍ତି ହୁଏ ବୋଲି ଓଡ଼ିଆଙ୍କ ବିଶ୍ୱାସ । ଏହି ଦିନ ଦାନ, ପୂଜା, ଭକ୍ତି, ସେବା ଆଦି ଯାହା ବି ଶୁଭ ...
Read more

ଦୀପାବଳିରେ ମିଳିବ ଲକ୍ଷ୍ମୀକୃପା

ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ଆରାଧନାର ପର୍ବ । ପରିଷ୍କାର ପରିଚ୍ଛନ୍ନତାକୁ ବିଶ୍ୱାସ କରୁଥିବା ଦେବୀ ଲକ୍ଷ୍ମୀଙ୍କ ଆବାହନ ପୂର୍ବରୁ ଘର ସଫା କରାଯାଏ । ଏହି ସମୟରେ କେତେକ କଥା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଏହା ମଧ୍ୟ ବାସ୍ତୁ ଦୃଷ୍ଟିରୁ ଉପକାରୀ । ଘରର ମୁଖ୍ୟ ...
Read more

ଦୀପାବଳି ପ୍ରାକ୍-ପ୍ରସ୍ତୁତି

ଆମ ହିନ୍ଦୁ ପରିବାରରେ ଦୀପାବଳି ଏକ ପ୍ରମୁଖ ପାରମ୍ପରିକ ପର୍ବ । ଏହି ପର୍ବ ପୂର୍ବରୁ ପ୍ରତ୍ୟେକ ଘର ସଫାସଫି ଖୁବ୍ ପ୍ରାଧାନ୍ୟ ଦେଇଥାନ୍ତି । ଆଉ ଦିନ କେଇଟା ପରେ ଦୀପାବଳି, ଏଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳି ପୂର୍ବରୁ ଘରୁ ...
Read more

ମାସ ମାହାତ୍ମ୍ୟ: ‘କାର୍ତ୍ତିକ’

‘କାର୍ତ୍ତିକ’ ଧର୍ମମାସ ବୋଲି ଲୋକମୁଖରେ ସ୍ୱୀକୃତ । ଏହା ‘ଚାନ୍ଦ୍ରମାନ’ ମାସ ଅର୍ଥାତ ଚନ୍ଦ୍ରଙ୍କ ଗତି ଅନୁସାରେ ଗଣନା କରାଯାଉଥିବା ମାସ । ଏହି ମାସର ପୂର୍ଣ୍ଣମୀ ଦିନ ଚନ୍ଦ୍ର ‘କୃତ୍ତିକା’ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହାର ନାମ କାର୍ତ୍ତିକ ହୋଇଛି । ...

Find us on Facebook

ବିତର୍କ