Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

Read more

ଆସିଲା ଟକସନର ଫାଷ୍ଟଲୁକ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କାର ନିର୍ମାତା କମ୍ପାନୀ ହୁ୍ୟଣ୍ଡାଇର ଟକସନ୍ ବେଶ ପରିଚିତ  । ଆନ୍ତଃରାଷ୍ଟ୍ରିୟ ମାର୍କେଟରେ ଏହି କମ୍ପାନୀ ସବୁଠୁ ଅଧିକ କାର ବିକ୍ରି କରିବାରେ ରେକର୍ଡ ମଧ୍ୟ କରିଛି  । ଫଳରେ ପୁଣିଥରେ ଗ୍ରାହକଙ୍କ ଲାଗି ଏହି କମ୍ପାନୀର ଟକସନ ନୂତନ ...
Read more

ଜିଏସଟି ପରିଷଦ ବୈଠକ ସ୍ଥଗିତ

ନୂଆଦିଲ୍ଲୀ:ଜିଏସଟି ପରିଷଦ ବୈଠକ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ବୈଠକ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାରଥିଲା ଜ୍ଝ ଜାତୀୟଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ସଂସଦର ଅଧିବେଶନ ଚାଲିଥିବାରୁ ପରିଷଦର ୪୨ତମ ବୈଠକ ସ୍ଥଗିତ ରଖାଯାଇଛି ...
Read more

ଅଭିବୃଦ୍ଧି ୧୧.୫% ଖସିବ: ମୁଡିସ

ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଂ ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି  । ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସିଂ କି୍ରସିଲ ଆକଳନ କରିଥିଲା ...
Read more

କୋକାକୋଲା ଇଣ୍ଡିଆର ସଭାପତି ହେଲେ ଓଡିଆ ପୁଅ ସଙ୍କେତ

ମୁମ୍ବାଇ : ମୃଦୁପାନୀୟ କମ୍ପାନୀ କୋକାକୋଲାର ଏକ ଗୁରୁ ଦାୟିତ୍ୱ ହାସଲ କରିଛନ୍ତି ଜଣେ ଓଡିଆ । ଓଡିଆ ପୁଅ ସଙ୍କେତ ରୟ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୋପାଳ ଏନଆଇଟିରୁ ମେକାନିକାର ଇଞ୍ଜିନିୟରିଂ ଏବଂ ...
Read more

ମୁକେଶଙ୍କ କବଜାରେ ବିଗ ବଜାର

ମୁମ୍ବାଇ:  ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଆଉ ଏକ ବଡ଼ ସଂସ୍ଥା କିଣିଛନ୍ତି । ବିଗ ବଜାର ଭଳି ଷ୍ଟୋର ଥିବା ଫୁ୍ୟଚର ଗ୍ରୁପର ରିଟେଲ, ହୋଲସେଲ, ଲଜିଷ୍ଟିକ୍ସ ଓ ଓୟାରହାଉସ କାରବାରକୁ ସେ ୨୪.୭୧୩ କୋଟି ଟଙ୍କାରେ କିଣିଥିବା ବିଷୟରେ ତାଙ୍କ କମ୍ପାନୀ ପକ୍ଷରୁ ଘୋଷଣା ...
Read more

୨ ଟି୍ରଲିୟନ ଡଲାର କ୍ଲବରେ ପ୍ରବେଶ କଲା ଆପଲ୍

ନୂଆଦିଲ୍ଲୀ : ଆଇଫୋନ ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀ ଆପଲର ବ୍ୟାବସାୟିକ ସାମ୍ରାଜ୍ୟ ନିକଟରେ ଦୁଇ ଟି୍ରଲିୟନ ଡଲାର କ୍ଲବରେ ପ୍ରବେଶ କରିଛି । ଭାରତୀୟ ମୁଦ୍ରା ଅନୁସାରେ କମ୍ପାନୀର ମୂଲ୍ୟ ଏବେ ହେଉଛି ୧,୪୯,୮୫,୮୬୦ କୋଟି ଟଙ୍କା । ଆପଲର ସାମ୍ରାଜ୍ୟ ଏବେ ଭାରତ ...
Read more

୫୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ କରୁଛନ୍ତି ୧% ଟିକସଦାତା

ନୂଆଦିଲ୍ଲୀ: ଆୟକର ଏବଂ ଟିକସଦାତାଙ୍କୁ ନେଇ ସରକାର ୫ ବର୍ଷର ତଥ୍ୟ ଉନ୍ମୋଚନ କରିଛନ୍ତି । ଏଥିରୁ ଜଣାଯାଇଛି ଯେ ଦେଶର ମାତ୍ର ୧% ଟିକସଦାତା ୫୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ କରୁଛନ୍ତି । ଅନ୍ୟ ପକ୍ଷରେ ବର୍ଷକୁ ଅଢେ଼ଇ ଲକ୍ଷରୁ କମ୍‍ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୫୭% । ...
Read more

ସୁନା, ରୁପା ଦାମରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ସୁନା ଦାମରେ ବଡ଼ ଧରଣର ହ୍ରାସ ଘଟିଛି । କେବଳ ସୁନା ନୁହେଁ ରୁପା ଦାମ ମଧ୍ୟ ହ୍ରାସ ପାଇଛି । ସୁନାର ୧୦ ଗ୍ରାମ ଦାମ ୫୦ ହଜାର ଟଙ୍କା ଭଳି ସ୍ତରକୁ ଖସି ଆସିଛି । କିଛି ଦିନ ତଳେ ଏହି ଦର ୫୫ ହଜାର ...
Read more

ସୁନା ଦରରେ ଲାଗୁନି ବ୍ରେକ, କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: କ୍ରମାଗତ ଭାବେ ୧୬ ଦିନ ଧରି ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଓ ରୂପା ମୂଲ୍ୟରେ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି । ଏଭଳି ସ୍ଥିତିରେ ଏବେ ଘରୋଇ ବଜାରରେ ସୁନା ଦର ୫୭ ହଜାର ଟଙ୍କା ଓ ରୂପା ମଳଲ୍ୟ ୭୭,୦୦୦ ...
Read more

ରେପୋ ରେଟ ଅପରିବର୍ତିତ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  । ୧. କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତିତ ରଖାଯାଇଛି  । ୨. ରେପୋ ରେଟ ୪% ରଖାଯାଇଛି  । ୩. ବିଶ୍ୱ ଅର୍ଥନୀତିରେ ...
Read more

୨୫ ଟଙ୍କା ପେଟ୍ରୋଲରେ ୫୧ ଟଙ୍କାର ଟିକସ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଦିଓ ଗତ କିଛି ଦିନ ହେଲା ସ୍ଥିର ରହିଛି ତଥାପି ଏହା ବହୁ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୨୫ ରୁ ୩୦ ପ୍ରତିଶତ କମିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି । ଫଳରେ ଅଶୋଧିତ ତେଲ ଏବଂ ପେଟ୍ରୋଲ, ଡିଜେଲ ...
Read more

ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଓ ଆଇଓଏସ୍ରେ ଆସିଲା ଜିଓମାର୍ଟ ଆପ୍ପ୍

ଗୁଗୁଲ୍ ପ୍ଲେ-ଷ୍ଟୋର୍ରେ ଦଶ ଲକ୍ଷରୁ ଅଧିକ ଡାଉନ୍ଲୋଡ୍ ହୋଇଛି ଜିଓମାର୍ଟ ଆପ୍ପ୍ - ଆପ୍ପ ଆନି ତଥ୍ୟ ଅନୁଯାୟୀ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର୍ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ-ଷ୍ଟୋର୍ରେ ତୃତୀୟ ସ୍ଥାନ ଅଧିକାର କରିଛି ଜିଓମାର୍ଟ ଆପ୍ପ - ଓଡିଶାର ଭୁବନେଶ୍ୱର, ...
Read more

ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ତ୍ରୟମାସରେ ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ ଏହା ୨୫୮ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଏହାର ବିଶ୍ୱର ମୋଟ ଘରୋଇ ଉପôାଦ (ଜିଡିପି) ର ୩୩୧% । କରୋନା ମହାମାରୀ ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଅର୍ଥନୈତିକ ...
Read more

ଅଲିମ୍ପିକ୍ସ ବିଳମ୍ବ ପାଇଁ ଜାପାନର ୪୫,୦୦୦ କୋଟି କ୍ଷତି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିବା ଜାପାନ ଅର୍ଥନୀତିକୁ ଦୋହଲାଇ ଦେବା ଭଳି ସ୍ଥିତି ଆଣି ଦେଇଛି । କେବଳ ଜାପାନ ନୁହେଁ ବିଶ୍ୱର ଅନ୍ୟ ପ୍ରମୁଖ ଅଲିମ୍ପିକ୍ସ ଅଂଶଗ୍ରହଣକାରୀ ଦେଶ ପାଇଁ ମଧ୍ୟ ଆର୍ଥିକ ଝଟକା ଭଳି ହୋଇଛି । ବର୍ଷ ବର୍ଷର ପ୍ରସ୍ତୁତି ଏବଂ ...
Read more

ବ୍ୟାଙ୍କ, ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଯାଇଥିବାରୁ ସରକାର ଏଥିପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଯୁଦ୍ଧକାଳୀନ ଭିତ୍ତିରେ ନେଉଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପୃଥକାବାସ କେନ୍ଦ୍ର ...

Find us on Facebook

ବିତର୍କ