Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

Read more

ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା, ବିଧାନସଭାରେ ଉଠାଇଲେ କେଭି

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାର ବଳରାମପୁର ଠାରେ ଏକ ବିୟର ଫ୍ୟାକ୍ଟି୍ର ପାଇଁ ଝିଙ୍କରଡିହି ଜଙ୍ଗଲରେ କଛ କଟାକୁ ନେଇ ପୁଲିସ ଓ ଗ୍ରାମବାସୀ ମହାଁମୁହିଁ ହୋଇଛନ୍ତି ।  ମହିଳାମାନେ ଗଛକୁ ଜାବୁଡ଼ି ଧରି ଗଛ କଟାକୁ ବିରୋଧ କରିଛନ୍ତି । ଏନେଇ ପୁଲିସ ୨୦ ଜଣ ...
Read more

ଭିମସାରରେ ଓପିଡି ଓ ଆଇପିଡି ସେବା ବନ୍ଦ

ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲ ବିବାଦ ଧୀରେ ଧୀରେ ଘନେଇବାକୁ ଲାଗିଛି । ନିଦେ୍ର୍ଧଶକଙ୍କୁ ହଟାଇବା ଦାବି ଜୋର ଧରିଛି । ନିଦେ୍ର୍ଧଶକ ଅଶ୍ୱିନୀ ପୂଜାହାରୀଙ୍କ ବଦଳି ଦାବିରେ କନିଷ୍ଠ ଡାକ୍ତରମାନେ ଆଜି ଠାରୁ ଓପିଡି ଓ ଆଇପିଡି ସେବା ବନ୍ଦ କରିଛନ୍ତି । ମାତ୍ର ...
Read more

ଭିଜିଲାନ୍ସ ଜାଲରେ ଅଧ୍ୟାପକ ଓ ଫାର୍ମାସିଷ୍ଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଲକ୍ଷପତି ଅଧ୍ୟାପକ ଓ ଅନ୍ୟଜଣେ କୋଟିପତି ଫାର୍ମାସିଷ୍ଟ ଧରାପଡ଼ିଛନ୍ତି । ନିମାପଡ଼ା ମହାବିଦ୍ୟାଳୟର ଜିଓଲୋଜି ବିଭାଗର ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଧ୍ୟାପକ ଶ୍ରୀ ସ୍ୱାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ...
Read more

ଓଲଟିଲା ମିନିଟ୍ରକ, ୧୩ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗରୀ ନିକଟରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ମିନିଟ୍ରକରେ ଥିବା ୧୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି ...
Read more

ହାତୀ ଆକ୍ରମଣରେ ଚାଷୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲେଖଣୀ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ହେଉଛନ୍ତି ପାଳସାହି ଗ୍ରାମର ବାଉରୀବନ୍ଧୁ ସାହୁ । ଆଜି ସକାଳେ ବାଇଗଣ ଚାଷ ଦେଖିବାକୁ ଯାଉଥିବାବେଳେ ବାଉରୀ ହାତୀ ହାବୁଡ଼ରେ ...
Read more

ବଦଳିଲେ ବୁଗୁଡ଼ା ଥାନା ଆଇଆଇସି

ବୁଗୁଡ଼ା: ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କୁ ବଦଳି କରାଯାଇଛି ।  ତାଙ୍କୁ ଜିଲ୍ଲା ରିଜର୍ଭ ଅଫିସକୁ ବଦଳି କରାଯାଇଛି ।  ପ୍ରକାଶ ଯେ, ଗତ ମଙ୍ଗଳବାର ଗଞ୍ଜମ ଜିଲ୍ଲା ବୁଗୁଡ଼ା ଥାନା ପରିସରରେ ...
Read more

ଭିଜିଲାନ୍ସ ଜାଲରେ ଫାୟାର ସେଫ୍ଟି ଅଫିସର ଓ ତହସିଲଦାରଙ୍କ ଡ୍ରାଇଭର

ଭୁବନେଶ୍ୱର:  ଗୁରୁବାର ଝାରସୁଗୁଡ଼ା ଲଖନପୁର ଦମକଳ କେନ୍ଦ୍ର ଫାୟାର ସେଫ୍ଟି ଅଫିସର ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲଦାରଙ୍କ ଡ୍ରାଇଭର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଝାରସୁଗୁଡ଼ା ଲଖନପୁର ଦମକଳ କେନ୍ଦ୍ର ଫାୟାର ସେଫ୍ଟି ଅଫିସର ଚୈତନ୍ୟ ସେଠୀ ୫ ହଜାର ...
Read more

ପୁଣି ବିଦୁ୍ୟତ ଆଘାତରେ ହାତୀ ମୃତ

ମୟୂରଭଞ୍ଜ: ଗତକିଛି ଦିନ ତଳେ ଢେଙ୍କାନାଳର କମଳାଙ୍ଗରେ ବିଦୁ୍ୟତ ଆଘାତରେ ୭ ହାତୀ ମୃତୁ୍ୟ ଘଟଣା ପରେ ମଧ୍ୟ ବନ ବିଭାଗ କି ବିଦୁ୍ୟତ ବିଭାଗ ଭିତରେ ଚେତା ପଶିନି । ପୁଣି ଏକ ଅନୁରୂପ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ବାରିପଦା ଉପଖଣ୍ଡ ଅଧିନସ୍ଥ ଦେଉଳି ରେଞ୍ଜର ...
Read more

ମହାବଳ ବାଘର ମୃତୁ୍ୟ

ଅନୁଗୁଳ:  ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶର କାହ୍ନା ରେଞ୍ଜରୁ ଆଣି ସାତକୋଶିଆରେ  ଛଡ଼ା ଯାଇଥିବା ମହାବଳ ବାଘ(ମହାବୀର)ର ମୃତୁ୍ୟ ହୋଇଛି । ବାଘର ବେକ ପାଖରେ  ଏକ ଘା ହୋଇଯାଇଥିବାରୁ ତାର ମୃତୁ୍ୟ ହୋଇଥିବା ଜଣାଯାଇଛି । ସାତକୋଶିଆରେ ନିୟୋଜିତ ଡାକ୍ତର କିଶୋର ...
Read more

ବସ-ଟ୍ରକ ଧକ୍କା, ୪୭ ଆହତ

ଭଦ୍ରକ: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କୁଆମରା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ...
Read more

ଶ୍ରୀମନ୍ଦିରରେ ଠେଲାପେଲା, ହବିଷ୍ୟାଳି ଆହତ

ପୁରୀ: ଶ୍ରୀମନ୍ଦିର ଭିତରେ ଠେଲାପେଲା ହେବାରୁ ବୁଧବାର ଜଣେ ହବିଷ୍ୟାଳି ଆହତ ହୋଇଛନ୍ତି । ଆଜି ସକାଳୁ ଜୟବିଜୟ ଦ୍ୱାରରେ ପ୍ରବଳ ଭିଡ଼ ଥିଲା । ଫଳରେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏଥିରେ ଜଣେ ହବିଷ୍ୟାଳି ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ବ୍ୟାରିକେଡ ...
Read more

ଭିଜିଲାନ୍ସ ଜାଲରେ କନିଷ୍ଠ ମୋଟରଯାନ ନିରୀକ୍ଷକ

ଭଦ୍ରକ: ଭିଜିଲାନ୍ସ ଜାଲରେ କନିଷ୍ଠ ମୋଟରଯାନ ନିରୀକ୍ଷକ । ତାଙ୍କ ନାମ ଶଙ୍କର ଚୌଧୁରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ ଚଢଉ କରିଥିଲେ । ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନ ସମେତ ଅନ୍ୟ ୬ଟି ସ୍ଥାନରେ ଚଢଉ କରାଯାଇଛି ...
Read more

ହାତୀ ମୃତୁ୍ୟର ଏନଜିଟି ଅନୁଧ୍ୟାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ ସଦସ୍ୟ । ବିଦୁ୍ୟତ ଆଘାତରେ  ୭ ହାତୀ ମୃତୁ୍ୟ ମାମଲାର ଅନୁଧ୍ୟାନ ପାଇଁ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ ସଦସ୍ୟ କମଳାଙ୍ଗରେ ପହଞ୍ଚିଛନ୍ତି । ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲର ୪ ଜଣିଆ ଟିମ ଏହି ଘଟଣାର ...
Read more

ଲମ୍ପଟ ଶିକ୍ଷକ ଅଟକ

କଟକ: ନିଆଳି ଥାନା ଅଞ୍ଚଳରେ ଏକ ସ୍କୁଲରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଖେଳଛୁଟି ବେଳେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍କୁଲ ପରିସରରେ  ଉତ୍ତେଜନା ଦେଖାଦେଇଥିବା ...
Read more

୨୨ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା:  ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ୨୨ ଜଣଙ୍କୁ ମଙ୍ଗଳବାର ନୂଆପଡ଼ା ପୁଲିସ ପୁରୀ-ସୁରଟ ଏକ୍ସପ୍ରେସରୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବାବେଳେ ୬ ଜଣର ମହିଳା ଓ ୧୦ ଜଣର ପୁରୁଷ ଅଛନ୍ତି । ଏହି ଘଟଣାରେ ପୁଲିସ ଦଲାଲ ...
Read more

ମହିଳା ମାଓବାଦୀଙ୍କ ଆତ୍ମସପର୍ମଣ

ନୂଆପଡ଼ା: ନୂଆପଡ଼ା ଏସପିଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆତ୍ମସପର୍ମଣ କରିଛନ୍ତି । ସମ୍ପୃକ୍ତ ମାଓବାଦୀ ଜଣକ ହେଉଛନ୍ତି ଡାଲମତି ପହଁରିଆ । ମାଓ ସଙ୍ଗଠନ ମଧ୍ୟରେ ଛତିଶଗଡ଼ ଓ ତେଲେଙ୍ଗାନା ମାଓବାଦୀଙ୍କ ତୁଳନାରେ ଓଡ଼ିଆ ମାଓବାଦୀଙ୍କୁ ହୀନ ଦୃଷ୍ଟିରେ ...