Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

Read more

"ଆମାଜନ୍ ଫିଲ୍ମଫେୟାର ଆୱାର୍ଡ-୨୦୨୦', ରଣବୀର ଶ୍ରେଷ୍ଠ ଅଭିନେତା, ଆଲିୟା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ : ୬୫ତମ "ଆମାଜନ୍ ଫିଲ୍ମଫେୟାର ଆୱାର୍ଡ-୨୦୨୦' ଘୋଷିତ ହୋଇଛି । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିୟା ଭଟ୍ଟ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଛନ୍ତି । ସେହିଭଳି ଆୟୁଷ୍ମାନ ...
Read more

ସିଦ୍ଧାର୍ଥ ଶୁକ୍ଳା ବିଗବସ ବିଜେତା

ମୁମ୍ବାଇ : ବହୁ ଚର୍ଚ୍ଚିତ ଟେଲିଭିଜନ ସୋ' ବିଗ୍ ବସ୍ ସିଜିନ-୧୩ର ଶନିବାର ଥିଲା ଗ୍ରାଣ୍ଡ ଫିନାଲେ । ଏଥିରେ ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ସମସ୍ତଙ୍କୁ ପଛରେ ପକାଇ ଟିଭି ଅଭିନେତା ସିଦ୍ଧାର୍ଥ ବିଗ ବସ ଟ୍ରଫି ହାସଲ କରିଛନ୍ତି । ...
Read more

ଦେବଯାନୀଙ୍କ ଦକ୍ଷତା

ନାୟିକା ଦେବଯାନୀଙ୍କ ଦକ୍ଷତା ଦେଖିବାକୁ ମିଳିବ ନୂଆ ଓଡ଼ିଆ ଚିତ୍ର ‘ଇନ୍ଦ୍ରଜାଲ’ରେ । ବେଶ କିଛି ବ୍ୟବଧାନ ପରେ ସେ ବଡ଼ ପରଦାରେ ପୁଣି ଚମକିଛନ୍ତି । ଆରଆର ଇଭେଣ୍ଟସ ନିବେଦିତ ଏ ଚିତ୍ରର ପ୍ରଯୋଜନାରେ ରମେଶ ବାରିକ ଥିବା ବେଳେ ନିଦେ୍ର୍ଧଶନାରେ ଅଛନ୍ତି ପିନୁ ନାୟକ । ...
Read more

ଓସ୍କାର ଦୌଡ଼ରେ "ଦ ଲାଷ୍ଟ୍ କଲର୍'

ଟିଟିଲାଗଡ଼: ନୂଆବର୍ଷର ପ୍ରାରମ୍ଭରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ଟିଟିଲାଗଡ଼ ମାଟିର ପୁଅ ସିନେ ନିର୍ମାତା ଜିତେନ୍ଦ୍ର ମିଶ୍ର । ୨୦୧୯ରେ ଜିତେନ୍ଦ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ "ଦ ଲାଷ୍ଟ୍ କଲର୍' ଓସ୍କାର ଦୌଡ଼ରେ ସାମିଲ ହୋଇଛି । ଏହି ସିନେମାର ...
Read more

ଅମିତାଭ ଗ୍ରହଣ କଲେ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ରବିବାର ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଗ୍ରହଣ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ...
Read more

ବିବାଦକୁ ଆସିଲା ଛପାକ୍

ମୁମ୍ବାଇ: ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି । ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ବୋଲି  । ଏହାକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାକେଶ ...
Read more

ସବ କୁଶଲ୍ ମଙ୍ଗଲ୍

୧୯୯୮ରେ ‘ବର୍ଡର’ ଓ ୨୦୦୨ରେ ମୁକ୍ତିଲାଭ କରିଥିବା ‘ଦିଲ ଚାହତା ହୈ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ ଅଭିନେତା ଅକ୍ଷୟ ଖାନ୍ନା । ହିମାଳୟ ପୁତ୍ର, ମୋହବତ, ଲାୱାରିସ, ତାଲ, ହମରାଜ, ଦିୱାନଗୀ, ହଙ୍ଗାମା, ସଲାମା-ଏ-ଇସ୍କ, ଗାନ୍ଧୀ ...
Read more

ରୋମିଓ ରାଜା

ଟାର୍ଗେଟ, ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, କଲେଜ ଟାଇମ୍; ଏମିତି ପ୍ରାୟ ଆକ୍ସନ ଓ ରୋମାଣ୍ଟିକ ଚଳଚ୍ଚିତ୍ରର ରୋମିଓ ସାଜିଛନ୍ତି ଅମ୍ଳାନ । ଅମ୍ଳାନ ଅଭିନୀତ ‘ଫ୍ରମ ମି ଟୁ ୟୁ’ ରିଲିଜ କରିବା ପରେ ସେ ନୂଆ ଚଳଚ୍ଚିତ୍ର ‘ରୋମିଓ ରାଜା’ର ନାୟକ ସାଜିଛନ୍ତି । ଭାଇନା କଣ ...
Read more

ଅଜୟ-ଦୀପିକା ମୁହାଁମୁହିଁ

ଏକାଦିନରେ ଅଜୟ ଦେବଗନ ଓ ଦୀପିକା ପାଦୁକୋନ ମୁହାଁମୁହିଁ ହେବେ । ଜିତାପଟ କାହାର ହେବ ସେ କଥା ପରେ ଜଣାପଡ଼ିବ । କଥା ହେଉଛି ଦୁହିଁଙ୍କ ଫିଲ୍ମ ଗୋଟିଏ ଦିନରେ ମୁକ୍ତି ଲାଭ କରୁଛି । ଅଜୟ ଦେବଗନଙ୍କ “ତାନାଜି: ଦି ଅନସଙ୍ଗ ହିରୋ” ଏବଂ ଦୀପିକାଙ୍କ ଫିଲ୍ମ ‘ଛପାକ’ ...
Read more

‘ସୁପର-୩୦’ ର ହଲିଉଡ଼ ରିମେକ୍‍

ଚଳିତ ବର୍ଷ ହି୍ରତିକ ରୋଶନଙ୍କ ନିମନ୍ତେ ଶୁଭ ସାବ୍ୟସ୍ତ ହୋଇଛି ବୋଲି ସିନେସମୀକ୍ଷକଙ୍କ ମତ । ତାଙ୍କ ଅଭିନୀତ ଦୁଇଟି ଚଳଚ୍ଚିତ୍ର ‘ସୁପର -୩୦’ ଓ ‘ୱାର’ ହିଟ୍‍ ହେବା ପରେ ହି୍ରତିକ ପୁନର୍ବାର ନିଜ ସ୍ଥିତିକୁ ବଲିଉଡ଼ରେ ସୁରକ୍ଷିତ କରିପାରିଛନ୍ତି । ସତ୍ୟ ଘଟଣା ...
Read more

ପ୍ରକୃତିଙ୍କ ଉପରେ ଦୋଷ ଲଦିଲେ ଏଲିନା

ଭୁବନେଶ୍ୱର: ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ପ୍ରକୃତି ମିଶ୍ର ଅକଳରେ ପଡ଼ିଛନ୍ତି । ତେବେ ଏହି ଘଟଣାରେ ତାଙ୍କର କୌଣସି ଦୋଷ ନଥିବାବେଳେ ପରୋକ୍ଷରେ ପ୍ରକୃତିଙ୍କୁ ଦାୟୀ କରିଛନ୍ତି ଏଲିନା । ତାଙ୍କର ...
Read more

ନୂଆ ଅଭିନେତ୍ରୀ ଶାଲିନୀ

୨୦୧୭ ରୁ ଦକ୍ଷିଣୀ ଫିଲ୍ମ ଦୁନିଆରେ ସକି୍ରୟ ଥିବା ଶାଲିନୀ ପାଣ୍ଡେଙ୍କୁ ବଲିଉଡ଼ ଦର୍ଶକେ ଖୁବ ଶୀଘ୍ର ଦେଖିବେ । ‘ୟଶ ରାଜ ଫିଲ୍ମ’ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ ଅନୁବନ୍ଧିତ କରାଯାଇଛି । ସୁଟିଂ ଆରମ୍ଭ ହେବାକୁ ଯାଉଥିବା ଫିଲ୍ମର ନାମ ‘ଜୟେଶଭାଈ ଜୋରଦାର’ । ...
Read more

‘ପଙ୍କଜ-ଶାହିଦ’ ଯୋଡ଼ି

ବାପା ପଙ୍କଜ କପୁରଙ୍କ ସହ ଦ୍ୱିତୀୟ ଥର ବଡ଼ପରଦାରେ କାମ କରିବାକୁ ସୁଯୋଗ ପାଇଛନ୍ତି ଶାହିଦ କପୁର । ପୂର୍ବରୁ ଦୁହେଁ ‘ଶାନଦାର’ ଚଳଚ୍ଚିତ୍ରରେ କାମ କରିଥିଲେ । ଏଥିରେ ସେମାନେ ଶ୍ୱଶୁର-ଜ୍ୱାଇଁ ଭୂମିକାରେ ଦେଖାଦେଇଥିବା ବେଳେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଆଦୌ ଭଲ ...
Read more

ଫ୍ରାଇଡେ ରିଲିଜ୍

‘ପାନିପତ୍’ ସହ ‘ପତି, ପତ୍ନୀ ଔର ୱ’ଙ୍କ ଲଢେ଼ଇ ଫ୍ରାଇଡେ ରିଲିଜ ଅବସରରେ ପ୍ରେକ୍ଷାଳୟକୁ ଆସିଛି ବଲିଉଡ଼ର ଦୁଇଟି ସିନେମା । ବହୁ ପ୍ରତୀକ୍ଷିତ ହିନ୍ଦୀ ଐତିହାସିକ ଫିଲ୍ମ ‘ପାନିପତ୍’ । ତାକୁ ଟକ୍କର ଦେବାକୁ ରିଲିଜ ହେଉଛନ୍ତି ରୋମାଣ୍ଟିକ କମେଡ଼ି ଫିଲ୍ମ ...
Read more

ନୂଆ ବର୍ଷରେ ନୂଆ ସିନେମା

ନୂଆ ବର୍ଷରେ ପ୍ରେକ୍ଷାଳୟକୁ ଆସିବ ନୂଆ ଓଡ଼ିଆ ସିନେମା ‘ଇସ୍କବାଲା ଲଭ୍’ । ପ୍ରେମ ପାରିବାରିକ ଆବେଗ ଓ ହାସ୍ୟରସକୁ ନେଇ ଏଲ୍ଟି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ସାଙ୍ଗକୁ ନିଦେ୍ର୍ଧଶନା ଦାୟିତ୍ୱ ତୁଲାଇଛନ୍ତି ଲୁବୁନ-ଟୁବୁନ । ସିନେମାର ...
Read more

କଙ୍ଗନାଙ୍କ ଖୁସି

ସଂଖ୍ୟାଧିକ ଭାରତୀୟ ଚଳଚ୍ଚିତ୍ର ଇତି ମଧ୍ୟରେ ବିଦେଶୀ ରାଇଜରେ ମୁକ୍ତିଲାଭ କରି ପ୍ରଶଂସିତ ହୋଇସାରିଛି । ସଲମାନ ଖାନଙ୍କ କେତୋଟି  ଚଳଚ୍ଚିତ୍ରରେ ଚୀନର ବେଜିଂରେ ବ୍ୟାବସାୟିକ ସଫଳତା ପାଇବା ସହ ଆଜିକାଲି ଆୟୁଷ୍ମାନ ଖୁରାନା ମଧ୍ୟ ଚୀନ ପ୍ରଶଂସକଙ୍କ ହୃଦ ...

Find us on Facebook

ବିତର୍କ