Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

News Banner

ମୁଖ୍ୟ ଖବର

Read more

କ୍ୱାର୍ଟର ନଛାଡ଼ିଲେ ପାଣି, ବିଜୁଳି ବନ୍ଦ: ବାଚସ୍ପତି

ଭୁବନେଶ୍ୱର: ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟରକୁ ଛାଡ଼ୁନାହାନ୍ତି । ତେବେ ଏନେଇ ଚରମବାଣୀ ଣୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ  ପାତ୍ର ।  ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ଶ୍ରୀ ପାତ୍ର ନିଦେ୍ର୍ଧଶ ...
Read more

ନିରଞ୍ଜନଙ୍କୁ ଅଣ୍ଡାମାଡ଼ ହେବ: ଇତୀଶ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ । ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଛାତ୍ର କଂଗ୍ରେସରୁ ନିଲମ୍ବିତ ହୋଇଥିବା ଇତୀଶ ପ୍ରଧାନ ।   ସେ କହିଛନ୍ତି ଯେ, ଏ ନିଲମ୍ବନକୁ ମୁଁ ଗ୍ରହଣ କରୁନାହିଁ ।  ମୋ ନିଲମ୍ବନ ...
Read more

କାଶ୍ମୀର ଯାଇପାରନ୍ତି ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି  ରଞ୍ଜନ ଗୋଗୋଇ କାଶ୍ମୀର ଯାଇପାରନ୍ତି ।  ଏନେଇ ପ୍ରଧାନ ବିଚାରପତି ନିଜେ କହିଛନ୍ତି ।  ସେ କହିଛନ୍ତି ଯେ, ଦରକାର ପଡ଼ିଲେ ମୁଁ କାଶ୍ମୀର ଯିବି । ସୁପ୍ରିମକୋର୍ଟରେ ୩୭୦ ଧାରା ଉଚ୍ଛେଦ ସମ୍ପର୍କିତ ମାମଲାର ଶୁଣାଣି ...
Read more

ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ , ବିଧାୟକଙ୍କ ପିଏସ୍ଓ ଅଟକ

ଫୁଲବାଣୀ: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ସେ ଗର୍ଭବତୀ ହେବା ଅଭିଯୋଗରେ ବିବାଦ ଘେରକୁ ଆସିଛନ୍ତି ଫୁଲବାଣୀ ବିଧାୟକଙ୍କ ପିଏସ୍ଓ ତଥା କନଷ୍ଟେବଳ ହରିହର ବେହେରା ଓରଫ ପିଣ୍ଟୁ । ଖଜୁରୀପଡ଼ା ଥାନା ପୁଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ...
Read more

ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତ ସହ ଯୁଦ୍ଧ ଆରମ୍ଭ ହେଲେ ପରମାଣୁ ବୋମାରେ ଶେଷ ହେବ ।  ଏହା କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ବିଦେଶୀ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି ।  ପାକିସ୍ତାନ-ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ନେଇ ...
Read more

ରାଜ୍ୟରେ ବିଜେପିର ସେବା ସପ୍ତାହ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ...
Read more

ପ୍ରବଳ ବର୍ଷାର ନାହିଁ ସମ୍ଭାବନା

ଭୁବନେଶ୍ୱର: ଝାଡ଼ଖଣ୍ଡ ସ୍ଥଳ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ରହିବ । କିନ୍ତୁ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଝାଡ଼ଖଣ୍ଡରେ ସୃଷ୍ଟି ...
Read more

ବିକ୍ରମକୁ ‘ନାସା’ କହିଲା ହ୍ୟାଲୋ

ନୂଆଦିଲ୍ଲୀ:  ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ‘ବିକ୍ରମ’କୁ ‘ନାସା’ ହ୍ୟାଲୋ ମେସଜ ପଠାଇଛି ।   ‘ନାସା’ର ଡିପ ସ୍ପେଶ ଆଣ୍ଟିନା ଏହି ହ୍ୟାଲୋ ମେସେଜ ପଠାଇଛି ।  ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ସହ ନାସାର ବି ଉଦ୍ୟମ ଜାରି ରହିଛି ।  ରେଡ଼ିଓ ଫ୍ରିକ୍ୱେନ୍ସି ...
Read more

ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ଷା ହେବା ଶୁଭଙ୍କର ।  ବନ୍ୟା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହା କହିଛନ୍ତି । ସେ କହିଛନ୍ତି ଯେ,  କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀରେ ସମୀକ୍ଷା ...
Read more

ଘୂର୍ଣ୍ଣିବଳୟ, ପ୍ରବଳ କାଚିବ

ଭୁବନେଶ୍ୱର:  ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହି ଘୂର୍ଣ୍ଣିବଳୟର ପ୍ରଭାବ ଆସନ୍ତା ୩ ଦିନ ପାଇଁ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ...
Read more

ସ୍କୁଲ ବ୍ୟାଗ ଓଜନ ଯାଂଚ

ଭୁବନେଶ୍ୱର:  ସ୍କୁଲ ପିଲାଙ୍କ ବସ୍ତାନି ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା ।  ଆଜି ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପହଂଚି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ଜଣାପଡ଼ିଛି । ସ୍କୁଲ ପିଲାଙ୍କ ବ୍ୟାଗ ଓଜନକୁ କମ କରିବା ଦିଗରେ ଭୁବନେଶ୍ୱରରେ ଆଜି ଏକ ...
Read more

ସିଆରସିସି ଗିରଫ

ଉମରକୋଟ: ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଜଣେ ସିଆରସିସିଙ୍କୁ ମହଙ୍ଗା ପଡ଼ିଛି । ପୁଲିସ ତାଙ୍କୁ ଗିରଫ କରିଛି ।  ଗିରଫ ଜଣକ ହେଲେ  ରାଇଘର ବ୍ଲକ ଖୁଡ଼ୁକ ସିଆରସିସି କୁମେଶ ଦାସ ।  ଶ୍ରୀ ଦାସ ନିଜ ଘରେ ପୂଜା କରୁଥିବା ଦେବାଦେବୀଙ୍କୁ ପାଣିରେ ...
Read more

ଅସ୍ତଗାମୀ ଦିଲ୍ଲୀପ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣା ପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ ...
Read more

୧୧ ପର୍ଯ୍ୟନ୍ତ ବର୍ଷିବ, ବୋହିବ ପବନ

ଭୁବନେଶ୍ୱର  : ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସହିତ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ପ୍ରକୋପ ଜାରି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେତେକ ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ...
Read more

ଏସସିବିରେ ଜଗା-କାଳିଆ

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଓଡ଼ିଶା ମାଟିରେ ପାଦ ଦେଇଛନ୍ତି ଜଗା-କାଳିଆ । ପ୍ରାୟ ୨ ବର୍ଷ ପରେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ଜଗା-କାଳିଆ ।  ଶୁକ୍ରବାର ସନ୍ଧ୍ୟାରୁ  ରାଜଧାନୀ ଏକ୍ସପ୍ରେସରେ ବସିଥିବା ଜଗା-ବଳିଆ ଶନିବାର କଟକରେ ପହଞ୍ଚିଛନ୍ତି ।  ଯାହାକୁ ...
Read more

ଏବେ ବି ଚନ୍ଦ୍ର ଚାରିପଟେ ବୁଲୁଛି ଅର୍ବିଟର

ବେଙ୍ଗାଲୁରୁ: ମହାକାଶରେ ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ୟ୍ୟାୟରେ ନିରାଶ ହୋଇଛି। ଚନ୍ଦ୍ରପୃଷ୍ଠରେ ପାଦ ରଖିବା ଲାଗି ୨.୧ କିଲୋମିଟର ଦୂରତା ଥିବାବେଳେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ଚ୍ଛିନ୍ନ ହେବା ପରେ ବୈଜ୍ଞାନିକମାନଙ୍କ ମନୋବଳ ...