Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

Read more

ଏଡସର ସଚେତନତା ଓ ନିରାକରଣ

ସାବିତ୍ରୀ ତି୍ରପାଠୀ:   ଏଡ଼୍ସ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ  । ସତେ ଯେପରି ମୃତୁ୍ୟ ତା’ର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ  । ସମଗ୍ର ଭାରତବର୍ଷରେ ଏଡ଼୍ସ ନିରାକରଣ ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତପôରତା ...
Read more

ଥଣ୍ଡା ଓ ସର୍ଦିରୁ ରକ୍ଷା କରେ ଭିଟାମିନ୍ ଡି’

ବି୍ରଟେନ୍ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନିୟମିତ ଶରୀର ଭିଟାମିନ୍ ଡି’ ଯୁକ୍ତ ପୋଷଣ ତତ୍ୱ ଗ୍ରହଣ କରିବା ଦ୍ୱାରା ଥଣ୍ଡା ଓ ସର୍ଦିରୁ ସୁରକ୍ଷା ମିଳେ  । ସେମାନେ ମତ ଦେଇଛନ୍ତି ଯେ, ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ୍ କେବଳ ହାଡ଼ଗୁଡ଼ିକୁ ଶକ୍ତ ଏବଂ ...
Read more

ବିପଜ୍ଜନକ ବୀଜାଣୁ

କ୍ଲୋଷ୍ଟିଡୀଅମ୍ ହେଉଛି ଏକ ବିପଜ୍ଜନକ ବୀଜାଣୁ  । ଏହା ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ଜୀବିତ ରହିପାରେ  । ଏହା ବୋଟାକ୍ସ ପ୍ରସ୍ତୁତ କରେ, ଯାହା ବ୍ୟବହାର କରି ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ତ୍ୱଚାକୁ କୋମଳ କରାଯାଏ  । ମାତ୍ର ଯଦି ଏହି ବୀଜାଣୁ ଖାଦ୍ୟରେ ମିଶେ, ...
Read more

ପିଆଜର ଉପକାରିତା

ପିଆଜ, ପିଆଜ ଗଛ ଓ ପତ୍ରରୁ ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୋଇଥାଏ  ।  - ପିଲା ଶୁଖି ଯାଉଥିଲେ ଗୋଟିଏ ବଡ଼ ଓଲି ପିଆଜକୁ କାଟି କିଛି ସମୟ ପାଣିରେ ପକାଇବା ପରେ, ସେହି ପାଣିରେ ନିୟମିତ କିଛି ଦିନ ପିଲାକୁ ଗାଧୋଇ ଦେଲେ ପିଲା ସବଳ ଓ ହୃଷ୍ଟପୃଷ୍ଟ ...
Read more

ଏଣିକି ତିଆରି ହେବ ମଣିଷର ଆଭ୍ୟନ୍ତରୀଣ ଅଙ୍ଗ

ମଣିଷ ଶରୀରରେ ଥିବା ଯକୃତ, ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଖରାପ ହୋଇଗଲେ ତାହାକୁ ପ୍ରତିରୋପଣ କରିବାକୁ ପଡ଼ୁଥିଲା  । କିନ୍ତୁ ତାହା ସହଜସାଧ୍ୟ ବ୍ୟାପାର ନୁହେଁ  । କାରଣ ପ୍ରଥମତଃ ଅଙ୍ଗ ଦାନକାରୀ ବ୍ୟକ୍ତିଙ୍କ ଅଭାବ ଏବଂ ଦ୍ୱିତୀୟତଃ ଜଟିଳ ...
Read more

ଚୁଇଁଗମ ବଢାଏ ଏକାଗ୍ରତା

ଦାନ୍ତ ଖରାପ ହୋଇଯାଉଥିବା କାରଣରୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଚୁଇଁଗମ୍‍ ଖାଇବା ଲାଗି ବାରଣ କରିଥାଆନ୍ତି  । ମାତ୍ର ଚୁଇଁଗମ୍‍ ଚୋବାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ସାଙ୍ଗକୁ ପିଲାମାନଙ୍କ ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ବି୍ରଟିଶ ...
Read more

ଦାମ୍ପତ୍ୟ ସମସ୍ୟା

ସୁଖୀ ଦାମ୍ପତ୍ୟ ଜୀବନରେ ବିଫଳତା ଏକ ସାଧାରଣ ସମସ୍ୟା, ଯାହା ୪୦%ରୁ ୪୫% ମହିଳା ଏବଂ ୩୦%ରୁ ୩୫% ପୁରୁଷଙ୍କ ପାଖରେ କିଛି ମାତ୍ରାରେ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି  । ତଥାପି ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ବିଷୟରେ ଆଲୋଚନା କରିବାକୁ ଅଧିକାଂଶ ଲୋକ ଅନିଚ୍ଛା ...
Read more

ଦୂର ହୋଇପାରିବ ଏଡସ

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଚ୍‍ଆଇଭି ଭୂତାଣୁ ମଣିଷ ଶରୀରରେ ଖୁବ୍‍ ତୀବ୍ର ଗତିରେ ନିଜ ସ୍ଥାନ ଅକ୍ତିଆର କରିନେଇଥାଏ  । ମାତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ଭୂତାଣୁକୁ ଚିହ୍ନଟ କରାଯାଇପାରିଲେ ଏଡ୍‍ସ୍‍ ଭଳି ଏକ ଦୂରାରୋଗ୍ୟ ବ୍ୟାଧିକୁ ଦୂର କରାଯାଇପାରିବ ...
Read more

ହୃଦଘାତ

ସଂପ୍ରତି ଭାରତରେ ହୃଦ୍ଘାତ ସମସ୍ୟା ଏକ ମାରାତ୍ମକ ରୂପ ନେଇଛି  । ଭାରତୀୟମାନଙ୍କର ମୃତୁ୍ୟର ଏକ ପ୍ରମୁଖ କାରଣ ହେଉଛି ହୃଦ୍ରୋଗ  । ଆକଳନ କରାଯାଇଛି ଯେ, ୨୦୨୦ ସୁଦ୍ଧା ହୃଦ୍ରୋଗଜନିତ ମୃତୁ୍ୟ ଏକ ସାଧାରଣ କାରଣ ହେବ ଏବଂ ଅନେକ ଭାରତୀୟ ଏଥିରେ ଅକ୍ଷମ ହୋଇଯିବେ  । ...
Read more

ଶିଶୁଙ୍କ ଡାଇରିଆ

ଶିଶୁଟି ଧୀରେ ଧୀରେ ବଡ଼ ହୋଇ ଏକ ସୁସ୍ଥ ଶିଶୁରେ ପହଞ୍ଚିବା ଏକ ଆନନ୍ଦର ବିଷୟ  । କିନ୍ତୁ ତାକୁ ବଡ଼ କରିବା ଓ ସୁସ୍ଥ ରଖିବା ପଛରେ କେତେଗୁଡ଼ିଏ ସମସ୍ୟା ଓ ପ୍ରତିକୂଳ ପରିସ୍ଥିତି ରହିଥାଏ  । ବିଭିନ୍ନ ପ୍ରକାର ରୋଗ ଓ ଉପଯୁକ୍ତ ପୋଷଣ କାରଣରୁ ଶିଶୁର ବିକାଶ ...
Read more

ପିତ୍ତକୋଷରେ ରୋଗ

ସାଧାରଣତଃ ପିତ୍ତକୋଷରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ  । ସେଗୁଡ଼ିକ ହେଲା ହଠାତ୍ ପିତ୍ତକୋଷ ଫୁଲିଯିବା, ଦରଜ ହେବା, ଜ୍ୱର ହେବା, ହଳଦିଆ ପରିସ୍ରା ହେବା ଇତ୍ୟାଦି  । ଏହାକୁ ଏକୁ୍ୟଟ୍ କୋଲେସିସ୍ଟାଇଟିସ୍ କୁହାଯାଏ  । ହଠାତ୍ ଏହି ରୋଗ ଆରମ୍ଭ ହୁଏ  । ରୋଗୀ ...
Read more

ଜଳକୁ ଭାଙ୍ଗିବା ପାଇଁ ନୂଆ ପଦ୍ଧତି

ୟୁନିଭର୍ସିଟି ଅଫ୍ ହୟୁଷ୍ଟନ୍ର ପଦାର୍ଥ ବିଜ୍ଞାନୀମାନେ ପାଣିରୁ ଉଦ୍ଜାନ ଏବଂ ଅମ୍ଳଜାନ୍ ପୃଥକ୍ କରିବାର ଏକ ନୂତନ ପ୍ରଣାଳୀ ଆବିଷ୍କାର କରିଛନ୍ତି  । ଏଭଳି ପ୍ରଣାଳୀ ବଳରେ ଭବିଷ୍ୟତରେ ଜଳରୁ ଉଦ୍ୟାନକୁ ପୃଥକ୍ କରାଯାଇ ଇନ୍ଧନ ଭାବେ ବ୍ୟବହାର କରାଯାଇପାରିବ  । ଏହି ...
Read more

ପିଲାଙ୍କ ଜୀବନ ନେଉଛି ଅନଲାଇନ ଗେମ

ପ୍ରତି ତଥାକଥିତ ଡିଜିଟାଲ ଯୁଗରେ ପିଲାମାନେ ଏକ ପ୍ରକାର କମ୍ପୁ୍ୟଟର, ଇଣ୍ଟରନେଟ, ମୋବାଇଲ, ସାଇବର ବ୍ୟବହାରରେ ଏତେ ପ୍ରକାର ଆସକ୍ତ ହୋଇଗଲେଣି ଯେ ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ପିତାମାତା, ଅଭିଭାବକ ପାଇଁ କାଠିକର ପାଠ ହୋଇଗଲାଣି । ନିକଟରେ ମୁମ୍ବାଇରେ ଜଣେ ଚଉଦ ...
Read more

ଅବସାଦ ବଢ଼ାଏ ଗର୍ଭ ନିରୋଧକ ବଟିକା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ସାରା ବିଶ୍ୱରେ ୧୦୦ କୋଟିରୁ ଊଦ୍ଧ୍ୱର୍ ମହିଳା ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥାଆନ୍ତି  । ୧୯୬୦ ମସିହାରୁ ଗର୍ଭ ନିରୋଧକ ବଟିକାର ପ୍ରଚଳନ ଆରମ୍ଭ ହେବା ପରେ ଏହାକୁ ବ୍ୟବହାର କରୁଥିବା ମହିଳାମାନଙ୍କଠାରେ ଭିନ୍ନ ଭିନ୍ନ ...
Read more

କେଉଁ ଋତୁରେ ନଖ ଅଧିକ ବଢେ?

କେତେକ ଲୋକଙ୍କ ନଖ ଜନ୍ମରୁ ହିଁ ନରମ ଥାଏ । ଶରୀରରେ ପ୍ରୋଟିନ୍ର ଉଭାବତା ଥିଲେ ଏଭଳି ହୋଇଥାଏୟଏତଦ୍ୱ୍ୟତୀତ ପୋଟାସିୟମ୍,ସୋଡ଼ିୟମ୍ ହାଇଡ୍ରେକ୍ ସାଇଡ଼୍ ସଂପର୍କରେ ଅ ।ସିଲେ ମଧ୍ୟ ନଖ ନରମ ହୋଇଥାଏ । ସବୁଠୁ ମଜାଦାର କଥା ହେଲାଯେ,ସବୁ ଆଙ୍ଗୁଳିର ବୃଦ୍ଧି ଏକାଭଳି ହୋଇନଥାଏ । ...
Read more

ନିରାମୟ ଯୋଜନାର ଔଷଧ ସଂଖ୍ୟା ୫୫୮କୁ ବଢିଲା

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ଯୋଗାଉଥିବା ଔଷଧର ପ୍ରକାର ୫୫୮କୁ ବୃଦ୍ଧି ପାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ସମୁଦାୟ ୪୯୯ ପ୍ରକାର ଔଷଧ କ୍ରୟ ଓ ଯୋଗାଣ ନିମନ୍ତେ ଅନୁମୋଦିତ ହୋଇଥିବା ବେଳେ ୨୦୧୭-୧୮ ବର୍ଷ ପାଇଁ ୫୫୮ ପ୍ରକାର ଔଷଧ ଅନୁମୋଦିତ ହୋଇଛି । ...