Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

Read more

ଧାନ ବିଲରେ ମାଟିଆ ଗୁଣ୍ଡି ପୋକ

ଦଶପଲ୍ଲା : ଚକଡାପୋକ ଓ ମାଟିଆ ଗୁଣ୍ଡି ପୋକକୁ ନେଇ ସାରା ରାଜ୍ୟରେ ଛାଷୀ ଆତ୍ମହତ୍ୟା ଏବଂ କ୍ଷେତରେ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ବଢିଚାଲିଛି । ଦଶପଲା ବ୍ଲକରେ ଏହି ସମସ୍ୟା ଜଟିଳ ଆକାର ଧାରଣ କରୁଥିଲେ ବି କୃଷି ବିଭାଗ ଏଥିପ୍ରତି ସମାନ୍ୟତମ ଦୃଷ୍ଟି ଦେଉନାହାନ୍ତି । ...
Read more

ମୋ÷ଳିକ ସୁବିଧାରୁ ବଞ୍ଚିତ ଅମୀୟଝରୀର ଆଦିବାସୀ

ଛତିଆ:  ବଡଚଣା ବ୍ଲକ ପାରିଆ ପଞ୍ଚାୟତ ଅନ୍ତର୍ଗତ ଅମୀୟଝରୀର ଆଦିବାସୀ ଗାଁ । ଯେଉଁଠି ବସବାସ କରନ୍ତି ୧୫୦ରୁ ଉଦ୍ଧ୍ୱର୍ ଆଦିବାସୀ । ସାଧାରଣତଃ ଏହି ସମ୍ପ୍ରଦାୟର ଲୋକ ମାନଙ୍କର ଜଙ୍ଗଲର ପାଦଦେଶରେ ଗଢି ଉଠିଥାଏ ବାସସ୍ଥାନ । କିଛିବର୍ଷ ପୂର୍ବେ ଏଠାରେ ପ୍ରତିଷ୍ଠା ...
Read more

ବିକାଶ ଠାରୁ ବହୁ ଦୂରରେ ପୂର୍ବଳ ଗାଁ

 କୁହିକା: ଗ୍ରାମାଞ୍ଚଳର ଉନ୍ନତି କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରାଜନୈତିକ ସଦିଚ୍ଛା ଓ ପ୍ରାଶାସନିକ ଅବହେଳା ଯୋଗୁ ଏବେବି ଅନେକ ଗାଁ ଲୋକ ମୌଳିକ ସୁବିଧା ପାଇପାରିନାହାନ୍ତି । ପାନୀୟ ଜଳ ଠାରୁ ରାସ୍ତାଘାଟ, ବାସଗୃହ, ...
Read more

ଅଘୋଷିତ ବିଦୁ୍ୟତ୍ କାଟ ନେଇ ଲୋକେ ହୀନସ୍ତା

 ଡେରାବିଶ: ଓଡ଼ିଶା ସରକାର ଗ୍ରାମାଞ୍ଚଳର ସମସ୍ତ ପରିବାରଙ୍କୁ ବିଜୁଳି ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି । ଏଥିପାଇଁ ଗ୍ରାମାଂଚଳରେ ଥିବା ଗରିବ ଜନସାଧାରଣଙ୍କୁ ବିଭିନ୍ନ ଯୋଜନାରେ ବିଦୁ୍ୟତ୍ ସଂଯୋଗ ଯୋଗାଇ ଦେଉଛନ୍ତି । ହେଲେ ଏହାର ସୁଫଳ ଲୋକମାନଙ୍କର ...
Read more

ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

ବନ୍ତ: ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଅଧିନ ଗଣିଜାଙ୍ଗ ବଜାର ରାସ୍ତା ଦୀର୍ଘ୨ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସାମାନ୍ୟ ବର୍ଷାରେ ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିରହିବା ଫଳରେ ଭଦ୍ରକରୁ କେନ୍ଦୁଝର ଭାୟା ଆନନ୍ଦପୁର ମଧ୍ୟରେ ଯାତାୟାତ ...
Read more

ଆଜି ବି ଅଲୋଡ଼ା କଣ୍ଡରାଗଡ଼ିଆ ଗାଁ

ରଗଡି: ଗାଁର ବିକାଶକୁ ପ୍ରଧାନ୍ୟତା ଦିଆଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ଯୋଜନା କରୁଛନ୍ତି । ରାଜ୍ୟର ବିଜୁ ଜନତା ଦଳ ସରକାର ଗାଁର ବିକାଶ କଥା କହୁଛନ୍ତି । କିନ୍ତୁ ଯୋଜନା ଏବଂ କହିବାର ବାସ୍ତବତା କ୍ଷେତ୍ରରେ ଅନେକ ଭିନ୍ନତା ପରିଲକ୍ଷିତ ହେଉଛି । ...
Read more

ଘର ନଥିବାରୁ ବାହାରେ ପଢୁଛନ୍ତି ଅଙ୍ଗନୱାଡ଼ି ଛାତ୍ରଛାତ୍ରୀ

ହାଟଡ଼ିହି: ସରକାର ଅଙ୍ଗନୱାଡ଼ି  କେନ୍ଦ୍ର ଗୁଡ଼ିକୁ  ନୂତନ ଗୃହ ଯୋଗାଇ ଦେବା ସହିତ ସୌନ୍ଦର୍ଯ୍ୟକରଣ  ଓ ପରିବେଶ ସ୍ୱଚ୍ଛତା, ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଖେଳନା ଓ ଭୋଜନ ଯୋଗାଇ ଦେଉଥିବା ଡ଼ିଣ୍ଡିମ୍ବ ପିଟୁଥିବା ବେଳେ କେନ୍ଦୁଝର ଜିଲାରେ ସରକାରଙ୍କ ...
Read more

ଅବ୍ୟବସ୍ଥାରେ ଜିଆଗୋଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

ଛତିଆ: ବଡଚଣା ବ୍ଲକ ଅର୍ନ୍ତଗତ ଶାଳପଡା ପଣ୍ଟାୟତର ଜିଆଗୋଡା ଗ୍ରାମଠାରେ ୨୦୦୭ ମସିହାରେ  ପ୍ରତିଷ୍ଠା କରାଯାଇଛି ଜିଆଗୋଡା ପ୍ରକଳ୍ପ ବିଦ୍ୟାଳୟ ।  ଏଠାରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୩୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଦୁଇ ଜଣ ଶିକ୍ଷକ ...
Read more

ଆମ୍ବୁଲାନ୍ସ ଅଚଳ, ରୋଗୀସେବା ବିପର୍ଯ୍ୟସ୍ତ

ଛତିଆ: ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ  ଦିନ ହେବ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇ ପଡିଥିବା ବେଳେ ଏହାର ମରାମତି ନ ହେବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ଯାଜପୁରର ପୂର୍ବତନ ସାଂସଦ ମୋହନ ...
Read more

ଚୁଆ ପାଣି ମେଣ୍ଟାଉଛି ଶୋଷ

ଛତିଆ: ବଡଚଣା ବ୍ଲକ ଅର୍ନ୍ତଗତ ସମିଆ ପଞ୍ଚାୟତର କୋହ୍ଲା(ଆଦିବାସୀ ସାହି) ଆଦିବାସୀ ଗ୍ରାମରେ ବାସ କରନ୍ତି ୨୫୦ରୁ ଊଦ୍ଧ୍ୱର୍ ଜନସାଧାରଣ । ଯେଉଁଁ ଗାଁକୁ ଯିବା ପାଇଁ ଖଣ୍ଡିଏ ଭଲ ସଡକ ନାହିଁ । ବିଲ ହିଡରେ ଗାଁ ଲୋକ ଯିବା ଆସିବା କରନ୍ତି । ସେହ ଗାଁରେ ମୁଖ୍ୟ ସମସ୍ୟା ହେଲା ...
Read more

ପ୍ରଶାସନର ଆଢୁଆଳରେ ଯୁଗଳକଣା ଶବର ସାହି

ଯାଜପୁର: ସରକାର ପଛୁଆ ବର୍ଗ ତଥା ଆଦିବାସୀ ମାନଙ୍କର ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସରକାରଙ୍କ ପ୍ରଦତ୍ତ ଅନେକ ମୈାଳିକ ସୁବିଧା ଆଦିବାସୀ ମାନେ ପାଇପାରୁନାହାନ୍ତି । ଆଜିବି ଅନେକଙ୍କ ପାଇଁ ମୁଣ୍ଡ ...
Read more

ଅବହେଳିତ ଅବସ୍ଥାରେ ରାଧାନାଥଙ୍କ ଜନ୍ମପୀଠ କେଦାରପୁର

 ସୋର: ଉନବିଂଶ ଶତାଦ୍ଧୀର ମଧ୍ୟଭାଗରେ ଓଡ଼ିଆ ସାହିତ୍ୟାକାଶରେ ଦେଖାଦେଇଥିବା ଉଜ୍ଜ୍ୱଳ ନକ୍ଷତ୍ରମାନଙ୍କ ମଧ୍ୟରେ କବିବର ରାଧାନାଥ ରାୟ ଅନ୍ୟତମ । ବଙ୍ଗଭାଷୀ ହୋଇସୁଦ୍ଧା ଜନ୍ମ ମାଟି ଓଡ଼ିଆ ଭାଷାରେ ଲେଖନୀ ଚାଳନା କରି ଓଡ଼ିଆ କାବ୍ୟ କ୍ଷେତ୍ରରେ ଆଣିଥିଲେ ବୈପ୍ଳବିକ ...
Read more

କେନାଲରେ ପାଣି ନାହିଁ, ଚାଷ ଜମି ଫାଟି ଆଁ

ଡେରାବିଶ:  ଡେରାବିଶ ବ୍ଲକର ଚାଷୀମାନେ ଦୁଇ ପଇସା ଅର୍ଜନ କରିବା ଲକ୍ଷ୍ୟରେ ଧାନଚାଷ କରିଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ଧାର ଉଧାର କରି ଚାଷୀ ଆଶାବାନ୍ଧିଥିଲେ ଭଲଧାନ ଅମଳ ହେଲେ ଦୁଇପାଦ ଆଗକୁ ବଢିବେ । ମାତ୍ର ଧାନଚାଷ ପାଇଁ ବର୍ତ୍ତମାନ ପାଣି ସମସ୍ୟା ମୁଣ୍ଡଟେକିଛି ...
Read more

ନିର୍ମାଣର ଦେଢ ବର୍ଷ ପରେ ଫାଟି ଆଁ

ବନ୍ତ: ଭଦ୍ରକ ଜିଲାର ଅନ୍ୟତମ ପ୍ରମୁଖ ତଥା ବ୍ୟସ୍ତବହୁଳ ବରପଦା-ଆଗରପଡା ୧୪କି.ମି ପୂର୍ତ୍ତ ବିଭାଗ ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ଏହାର ମରାମତି ପାଇଁ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଉନଥିବା ...
Read more

ନଳକୂପରୁ ବାହାରୁଛି ଦୂଷିତ ପାଣି, ଶୁଣୁନି ପ୍ରଶାସନ

କୁହିକା: ସୁକିନ୍ଦା ବ୍ଲକ୍ ଅର୍ନ୍ତଗତ ଦୁଧୁଜୋରି ପଂଚାୟତ ଦାମଦରପୁର ଗାଁ ୧୦ ମାସ ତଳେ ବେଶ୍ ଚର୍ଚ୍ଚିତ ହୋଇପଡିଥିଲା । ଉକ୍ତ ଗାଁରେ ଜଳ ସମସ୍ୟା ଉକôଟ ହେବାବେଳେ ୧୦ ଟଙ୍କାରେ ଗାଁ ଲୋକେ ଗରେ ପାଣି ଖର୍ଦ୍ଧି କରି ବ୍ୟବହାର କରୁଥିଲେ । ସେତେବେଳେ ଏହି ଖବର ବେଶ୍ ଚର୍ଚ୍ଚାର ...
Read more

ସମସ୍ୟାଘେରରେ ନଟୋ ପଞ୍ଚାୟତ

କପ୍ତିପଦା : କପ୍ତିପଦା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନଟୋ ପଞ୍ଚାୟତର ଜନସାଧାରଣ ବହୁବିଧି ସମସ୍ୟା ଭିତରେ ରହିଥିବା ଅଭିଯୋଗ ହୋଇଛି  । ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦୁ୍ୟତ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି ଏହି ପଞ୍ଚାୟତ  । ବିଶେଷ କରି ...