Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦରିଆପାରି ଖବର

ମୁଖ୍ୟ ଖବର

Read more

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବନି ଆମେରିକା

ୱଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦକ୍ଷିଣ ଏସିଆ ରଣନୀତିର ଧ୍ୟାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟରେ ରହିଛି  ।  ମାତ୍ର ଏଥିପାଇଁ ଏହି ଦୁଇ ପଡୋଶୀ ଦେଶ ମଧ୍ୟରେ ଆମେରିକା କୌଣସି ପ୍ରକାର ମଧ୍ୟସ୍ଥତାର ...
Read more

ଆମେରିକାର ଟେକସାସ୍ ଚର୍ଚ୍ଚରେ ଗୁଳିକାଣ୍ଡ, ୨୬ ମୃତ

 ଟେକସାସ୍: ଆମେରିକାର ଦକ୍ଷିଣ ଟେକସାସ୍ରେ ଥିବା ଏକ ଚର୍ଚ୍ଚରେ ରବିବାର ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ୨୬ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।  ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି ...
Read more

ଉତ୍ତର କୋରିଆ ସହ ଯୁଦ୍ଧ ହେଲେ ଆମେରିକା-ଜାପାନ ଏକାଠି ହେବେ

 ଟୋକିଓ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଜାପାନ ଗସ୍ତରେ ଅଛନ୍ତି । ଆଜି ଟ୍ରମ୍ପ କହିଚନ୍ତି ଉତ୍ତର କୋରିଆ ସହ ଯୁଦ୍ଧ ହେଲେ ତାଙ୍କ ଦେଶ ଜାପାନ ସହ ମିଶିକି ଲଢେଇ କରିବ । ଆମେରିକାର ବ୍ୟାପାରିକ ଅସନ୍ତୁଳନକୁ ଦୂର କରିବାର ଚେଷ୍ଟାକୁ ନିଜର ଗସ୍ତରେ ...
Read more

ସିରିଆ କାର୍ ବୋମା ବିସ୍ଫୋରଣରେ ୭୫ ନିହତ

ବିରୁଟ : ସିରିଆରେ ପୁଣି ନରସଂହାର କରିଛି ଇସ୍ଲାମିକ ଷ୍ଟେଟ ଆତଙ୍କବାଦୀ ଗୋଷ୍ଠୀ । ଏହି ଗୋଷ୍ଠୀ ଘଟାଇଥିବା ଏକ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ଅନୁ୍ୟନ ୭୫ ଜଣ ବେସାମରିକ ନାଗରିକ । ପୂର୍ବ ସିରିଆର ଦେର୍ ଏଜୋର ପ୍ରଦେଶରେ ଘଟିଛି ଏହି ସଂହାର ଲୀଳା । ସିରିଆର ଏକ ...
Read more

୩୦ ବର୍ଷରେ ଭାରତ ହେବ ଉଚ୍ଚ ମଧ୍ୟ ଆୟକାରୀ ରାଷ୍ଟ୍ର: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା କର ଏବଂ ଅନ୍ୟାନ୍ୟ ସଂସ୍କାର କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତା ୩୦ ବର୍ଷ ଭିତରେ ଭାରତ ଉଚ୍ଚ ମଧ୍ୟ ଆୟକାରୀ ଅର୍ଥନୀତିରେ ପରିଣତ ହେବ ବୋଲି ଭବିଷ୍ୟବାଣୀ କରିଛି ବିଶ୍ୱ ବ୍ୟାଙ୍କ । କେଇ ଦିନ ତଳେ ସୁଗମ ବ୍ୟବସାୟ ସ୍ଥିତି ରିପୋର୍ଟରେ ଭାରତକୁ ୧୩୦ ...
Read more

ଆଝାରକୁ ସମର୍ଥନ ପରେ ମଧ୍ୟ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ଚାହୁଁଛି ଚୀନ୍

ବେଜିଂ: ପୁଣିଥରେ ଚୀନ୍ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଇଛା ପ୍ରକାଶ କରିଛି । ଚୀନ୍ କହିଛି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ପାଇଁ ସେ ଭାରତ ସହ ମିଶି କାମ କରିବା ପାଇଁ ଚାହେଁ । ଚୀନ୍ ତରଫରୁ ଆସିଥିବା ଏହି ବୟାନକୁ ନେଇ ଏଭୋରତ ସହିତ ...
Read more

ବଲିଉଡ ଗାୟକ କୁମାର ସାନୁ ଓ ଆଲକା ୟାଗ୍ନିକଙ୍କ ବଡ ପ୍ରଶଂସକ ଥିଲା ଲାଡେନ

 ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦୁର୍ଦ୍ଧାନ୍ତ ଆତଙ୍କବାଦୀ ଓସମା ବିନ୍ ଲାଡେନ୍ ବିଷୟରେ ଯିଏ ଭାବିବ ସେ କହିବ ତା’ର ଜୀବନ କେବଳ ଗୋଳା ବାରୁଦ ଭିତରେ ରହିଯାଇଥିଲା । କିନ୍ତୁ ଲାଡେନ୍ ବିଷୟରେ ଏବେ ବହୁତ କିଛି କଥା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ଯେ ଲାଡେନ ଛୋଟ ...
Read more

ସାରା ବିଶ୍ୱରେ ୧ ଘଣ୍ଟା ବନ୍ଦ ରହିଲା ହ୍ୱାଟସ୍ଆପ୍

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ଶୁକ୍ରବାର ସାରା ବିଶ୍ୱରେ ୧ ଘଣ୍ଟା ପାଇଁ ବନ୍ଦ ରହିଯାଇଥିଲା । ଯାହାଫଳରେ ଏହାର ୟୁଜରଙ୍କୁ ଖୁବ୍ ଅସୁବିଧାର ସାମନା କରିବାକୁ ପଡିଥିଲା । ହ୍ୱାଟସ୍ଆପ୍ ଡାଉନ୍ ଟ୍ରେଡ୍ କରୁଛି ବିଶେଷ କରି ଟ୍ୱିଟର ଇଣ୍ଡିଆରେ ...
Read more

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ମୃତ

ପାକିସ୍ତାନ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ତଥା ଶିଳ୍ପପତି ନୁସଲି ୱାଦିଆଙ୍କ ମାଆ ଦିନା ୱାଦିଆଙ୍କ ଗୁରୁବାର ଦିନ ତାଙ୍କ ନିୟୁୟର୍କସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।  ୱାଦିଆ ...
Read more

ନୁ୍ୟୟର୍କରେ ଟ୍ରକ୍ ଚାଳକର ହିଂସାକାଣ୍ଡ: ୮ ମୃତ

 ନୁ୍ୟୟର୍କ: ନୁ୍ୟୟର୍କର ୱାର୍ଲ୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟସ୍ଥ ମ୍ୟାନହଟନରେ ଗତ ମଙ୍ଗଳବାର ନରସଂହାର ଦେଖିବାକୁ ମିଳିଛି । କିଛି ଲୋକଙ୍କୁ ନେଇକି ଯାଉଥିବା ଏକ ଟ୍ରକ ଚାକଳର ହିଂସାତ୍ମକ କାଣ୍ଡ ଯୋଗୁଁ  ୮ ଜଣ ମୃତୁ୍ୟ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ...
Read more

ଆମେରିକାକୁ ୫ ଟି ହେଲିକପ୍ଟର ଫେରାଇଲା ପାକିସ୍ଥାନ

ଇସଲାମାବାଦ: ପାକିସ୍ଥାନରେ ରହିଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ନେଇ ଆମେରିକାର କଡା ନିନ୍ଦା ପରେ ଏବେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ସମୟ ଯେତେ ବଢୁଛି ଦୁଇ ଦେଶର ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି । ଏବେ ପାକିସ୍ଥାନ ଅଫଗାନିସ୍ଥାନ ସୀମା ...
Read more

ଯୁଦ୍ଧ ପାଇଁ ଉତ୍ତରକୋରିଆର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୋଙ୍ଗୟାଙ୍ଗ: ସାରା ବିଶ୍ୱରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଆତଙ୍କର ନାଁ ହୋଇସାରିଛନ୍ତି । ଯେ କୌଣସି ମୁହୁର୍ତ୍ତରେ ସେ ଯୁଦ୍ଧ ଆରମ୍ଭ କରିଦେଇପାରନ୍ତି । ଉତ୍ତର କୋରିଆର ଜନସାଧାରଣଙ୍କୁ ପରମାଣୁ ଯୁଦ୍ଧ ପାଇଁ ସତର୍କ ରଖାଯିବା ସହ ସୁରକ୍ଷା ...
Read more

ସୁଡ଼ଙ୍ଗ ଧସି ୨୦୦ ମୃତ

ଟୋକିଓ : ଉତ୍ତର କୋରିଆର ଆଣବିକ ପରୀକ୍ଷା ସ୍ଥଳ ନିକଟରେ ଥିବା ଏକ ସୁଡ଼ଙ୍ଗ ଧସିବାରୁ ଅନୁ୍ୟନ ୨୦୦ ଲୋକଙ୍କର ମୃତୁ୍ୟ ହୋଇଛି ବୋଲି ଜାପାନରେ ଖବର ପ୍ରକାଶ ପାଇଛି । ସେପ୍ଟେମ୍ବର ପ୍ରଥମ ଭାଗରେ ଉତ୍ତର କୋରିଆର ଏକ ଆଣବିକ ପରୀକ୍ଷା ପରେ ପରେ ଏହି ଦୁର୍ଘଟଣା ଘଟିଥିଲା ...
Read more

ପତ୍ନୀଙ୍କ ସହ କସ୍ମେଟିକ୍ ଫାର୍ମ ବୁଲିଲେ କିମ୍ ଜୋଙ୍ଗ ଉନ୍

ନୂଆଦିଲ୍ଲୀ: ଆମେରିକା ଏବଂ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ ଉନ୍ ସମୟ କାଢି ପିୟୋଙ୍ଗ୍ୟାଗଠାରେ ଏକ ପ୍ରସାଧନ ସାମଗ୍ରୀ କାରଖାନା ପରିଦର୍ଶନ କରିଛନ୍ତି ।  କିମ୍ ତାଙ୍କର  ପତ୍ନୀ ଜି-ସୋଲ ଜୁଙ୍କ ସହ ନିକଟରେ ...
Read more

ଆଫଗାନିସ୍ଥାନର ଉପ ରାଜ୍ୟପାଳଙ୍କୁ ପାକିସ୍ଥାନରେ ଅପହରଣ

ଇସଲାମାବାଦ: ଆଫଗାନିସ୍ଥାନର କୁନାର ରାଜ୍ୟର ଉପ ରାଜ୍ୟପାଳନ ମହମ୍ମଦ ନବି ଅହମ୍ମଦିଙ୍କୁ ପାକିସ୍ଥାନର ପେଶାୱର ସହରରୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ କରି ନେଇଛନ୍ତି । ମହମ୍ମଦ ନବି ଅଫଗାନ ଯୋଦ୍ଧା ଗୁଲବୁଦ୍ଧିନ୍ ହିକମତୟାରଙ୍କ ହିଜବ-ଏ-ଇସ୍ଲାମୀ ପାର୍ଟିର ନେତା ...
Read more

ସୋମାଲିଆରେ ବିସ୍ଫୋରଣ, ୨୫ ମୃତ

 ମୋଗଦିଶୁ: ସୋମାଲିଆ ରାଜଧାନୀ ମୋଗଦିଶୁରେ ଗତ ଶନିବାର ରାତିରେ ଏକ ଲୋକପ୍ରି୍ରୟ ହୋଟେଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୫ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ନିକଟସ୍ଥ ହସ୍ପିଟାଲରେ ...