Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

Read more

ସ୍ୱାସ୍ଥ୍ୟ ସଚିବଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ! ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ବଦଳି କରାଯାଇଛି ! ତାଙ୍କୁ ଶକ୍ତି ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ! ସେହିପରି 1994 ବ୍ୟାଚ ଆଇଏଏସ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ କାରିଗରୀ ...
Read more

ଅରୂପ ପଟ୍ଟନାୟକ ହେଲେ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି

ଭୁବନେଶ୍ୱର: ଓଡ଼ିଶାରୁ ଲକ୍ଷାଧିକ ଗରିବ ଲୋକ ସୁରଟ ସମେତ ଗୁଜରାଟର ବିଭିନ୍ନ ସ୍ଥାନରେ ରହି କାମ କରୁଛନ୍ତି । ସେମାନଙ୍କର ସମସ୍ୟା ବୁଝି ସମାଧାନ କରିବା ପାଇଁ ମୁମ୍ବାଇ ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ ...
Read more

ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ ଅଧିକାରୀ ତଥା ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଥିବା ପ୍ରଦୀପ କୁମାର ଦାଶଙ୍କୁ ଉଚ୍ଚ ଶିକ୍ଷା ବିଭାଗର ...
Read more

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ୧୯୮୮ ବ୍ୟାଚ ବିଶିଷ୍ଟ ଆଇଏଏସ ଅଫିସର ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ...
Read more

୮ ଓଏଏସ୍ ହେଲେ ଆଇଏଏସ୍

ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ମିଳିଛି । ସେମାନେ ହେଲେ ମୂରଲୀଧର ମଲ୍ଲିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତି୍ରପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନ ଗୋ, ଡ.ରାମକୃଷ୍ଣ ସାହୁ, ରବୀନ୍ଦ୍ର ...
Read more

ଆଇଏଏସ୍ ବିଜୟ କେତନଙ୍କୁ ଗିରଫ ଘଟଣା: ଦରମା ବାଦ୍ ୭ ବର୍ଷରେ ୭୦ ଲକ୍ଷ ଜମା

ଭୁବନେଶ୍ୱର : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆଇଏଏସ ବିଜୟ କେତନ ଗିରଫ ହେବା ପରେ ନୂଆ ତଥ୍ୟ ପଦାକୁ ଆସିଛି । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ୭ ବର୍ଷ ମଧ୍ୟରେ ଦରମା ଅର୍ଥ ବାଦ୍ ବିଜୟ କେତନଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ଏତେ ...
Read more

ବଦଳିଲେ ୧୧ ଓଏଏସ୍ ଅଧିକାରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ଶନିବାର ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ତଥା ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ସ୍ୱାଇଁଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ସେହିପରି ...
Read more

ନିଦେ୍ର୍ଧଶକ ପାହ୍ୟାକୁ ପଦୋନ୍ନତି ପାଇଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ନିରଞ୍ଜନ ସେଠୀଙ୍କର ପଦୋନ୍ନତି ହୋଇଛି । ସେ ନିଦେ୍ର୍ଧଶକ(ବୈଷୟିକ) ପଦବିରେ କାର୍ଯ୍ୟ କରିବେ । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ...
Read more

ସଚିବସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ସଚିବସ୍ତରରେ ବଦଳି କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ  ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟବିଭାଗ ସଚିବଭାବେ ନିକୁଞ୍ଜ ବିହାରୀ ...
Read more

ବରଦା ଦାସ ହେଲେ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିଦେ୍ର୍ଧଶକ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିଦେ୍ର୍ଧଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟରତ ବରଦା ପ୍ରସନ୍ନ ଦାସଙ୍କୁ ବିଭାଗୀୟ ପଦୋନ୍ନତି ମିଳିଛି । ସେ ଯୁଗ୍ମ ନିଦେ୍ର୍ଧଶକ ପଦରେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ଼, ...
Read more

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ

ଭୁବନେଶ୍ୱର:  ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ୫-ଟି ଠାରୁ ଆରମ୍ଭ କରି ମୋ ସରକାର କାର୍ଯ୍ୟକ୍ରମ କରିଛନ୍ତି ।  ଏହା ପରେ ଲାଞ୍ଚ ନେଇ ଅୟସରେ ଜୀବନ ଯାପନ କରୁଥିବା ଦୁର୍ନୀତିଗ୍ରସ୍ତ  ତଥା ଲାଞ୍ଚୁଆ ଅଫିସର ଓ କର୍ମଚାରୀଙ୍କ ଆଖିରୁ  ନିଦ ...
Read more

ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଶୁକ୍ରବାର ଆଇଏଏସସ୍ତରରେ ଅଦଳବଦଳ କରାଯାଇଛି । ତେବେ ଏହି ଅଦଳବଦଳ ପରେ କାହାକୁ କେଉଁ ପଦରେ ଅବସ୍ଥାପିତ କରାଯାଇଛି ଆସନ୍ତୁ ଜାଣିବା- ୧- ନିରଞ୍ଜନ ସାହୁ-ଉତ୍ତରାଞ୍ଚଳ ଆରଡିସି ୨- ପ୍ରଶାନ୍ତ ସେନାପତି-ନିଦେ୍ର୍ଧଶକ, ଓବିସି, ଏସସି/ଏସଟି ୩- ସୁଶାନ୍ତ ମହାପାତ୍ର- ...
Read more

ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକି୍ରୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

ଭୁବନେଶ୍ୱର : ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗର ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକି୍ରୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ତାରିଖ ସୁଦ୍ଧା ପଦୋନ୍ନତି ...
Read more

କେଉଁ ଆଇଏସ ପାଇଲେ ପଦୋନ୍ନତି, ଜାଣନ୍ତୁ...

ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ପାହ୍ୟାରେ ମୋଟ ୨୭ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ୨୦୨୦ ଜାନୁଆରି ପହିଲାରୁ ଏସବୁ ନିଦେ୍ର୍ଧଶ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ । ଏହି କ୍ରମରେ ୧୯୯୫ ବ୍ୟାଚ୍ର ଆଇଏଏସ୍ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା, ...
Read more

୭ ଓଏଏସଙ୍କୁ ଆଇଏଏସକୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟର ୭ ଜଣ ବରିଷ୍ଠ ଓଏଏସଙ୍କୁ ସୋମବାର ଆଇଏଏସକୁ ପଦୋନ୍ନତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ଏକ ପ୍ରସ୍ତାବକୁ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ସୋମବାର ଅନୁମୋଦନ ଦେଇଛି । ଖୁବଶୀଘ୍ର ଏ ନେଇ ରାଜ୍ୟ ସରକାରଙ୍କ ...
Read more

ଯାଜପୁରରେ ହେବ ରାଜ୍ୟର ପ୍ରଥମ ପ୍ରାଶାସନିକ ନଗର

ଖର୍ଚ୍ଚ ହେବ ୧୦୨ କୋଟି, ଜିଲ୍ଲା ପ୍ରଶାସନ କିଣିବ ୧୦ ଏକର ଜମି ଭୁବନେଶ୍ୱର : ପ୍ରଶାସନକୁ ଅଧିକ ଗତିଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରହିଛି । ଏହାକୁ ନେଇ ଯାଜପୁରରେ ଓଡ଼ିଶାର ପ୍ରଥମ ପ୍ରଶାସନ ନଗର ହେବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନକର ଏକ ୧୩୨ ...

Find us on Facebook

ବିତର୍କ