Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ପରେ ‘ୟାରା’ ଚିହ୍ନଟ

    Share on :
    ajab-Image
    Date: Feb 13, 2020    Views: 5060

    ବ୍ରାସଲିଆ: ଘାତକ ଭୂତାଣା କରୋନା ଭାଇରସ’ ଚୀନ ସମେତ ୩୦ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବ୍ରାଜିଲର ବୈଜ୍ଞାନିକ ଗୋଷ୍ଠୀ ଆଉ ଏକ ରହସ୍ୟମୟ ଭୂତାଣୁକୁ ଚିହ୍ନଟ କରିଛନ୍ତି । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଭୂତାଣୁ ଚିହ୍ନଟ କରାଯାଇଥିବା ସେମାନେ ଦାବି କରିଛନ୍ତି । ଏହି ପ୍ରାଣଘାତୀ ଭୂତାଣୁର ନାମ ‘ୟାରା ଭାଇରସ’ ରଖାଯାଇଛି । ଏହି ଭୂତାଣୁ ବ୍ରାଜିଲର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଆବିଷ୍କାର କରିଛନ୍ତି । ୟାରା ଭାଇରସର ଜିନ ସମ୍ପ୍ରତି ଦେଖାଯାଉଥିବା ଭୂତାଣୁ ଠାରୁ ୯୦ ପ୍ରତିଶତ ଭିନ୍ନ ଏହାର ଏହା ଜିନ (ଗୁଣସୂତ୍ର) ସମ୍ପୂର୍ଣ୍ଣ ଅଲଗା । ଏହା ପୂର୍ବରୁ କେବେ ଦେଖାଯାଇ ନଥିବା ବ୍ରାଜିଲର ଫେଡେରାଲ ୟୁନିଭରସିଟିର ବିଶେଷଜ୍ଞ ଡାକ୍ତର ମିନିସ ଗେରାଇସ ସୂଚନା ଦେଇଛନ୍ତି । ଏକ ନର୍ଦ୍ଧମାରୁ ଏହି ଭୂତାଣୁ ଚିହ୍ନଟ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook