Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମହିଳାଙ୍କ ଏହି ଅଙ୍ଗରେ ଲୁଚି ରହିଛି ପୁରୁଷଙ୍କ ଉଜ୍ଜଳ ଭବିଷ୍ୟତ

    Share on :
    ajab-Image
    Date: Apr 4, 2021    Views: 3150

    କୁହାଯାଏ ଯେଉଁ ଘରେ ମହିଳାଙ୍କ ସସ୍କାର ନାହିଁ ସେହି ଘରେ ଦେବା ଦେବୀଙ୍କ ସ୍ଥାନ ନାହିଁ। ବାହାଘର ପୂର୍ବରୁ ନିଜ ଘରେ ଧନସମ୍ପତ୍ତିକୁ ନେଇ କୈାଣସି ପ୍ରକାରର ଅସୁବିଧା ହୁଏ ନାହିଁ। ଜଣେ କନ୍ୟା ଯେତେବେଳେ ବିବାହ କରି ଅନ୍ୟ ଏକ ଘରକୁ ଯାଇଥାଏ ସାଙ୍ଗରେ ନିଜ ସହିତ ଘରର ସୋଭାଗ୍ୟ ନେଇ ଆସିଥାଏ। ପ୍ରତିଟି ଝିଅ ନିଜ ଶାଶୂ ଘର ଏବଂ ବାପା ମାଙ୍କ ଘର ପାଇଁ ଭାଗ୍ୟଶାଳୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଘରର ଲକ୍ଷ୍ମୀଙ୍କ ଏହି ରୂପ ସମ୍ପର୍କରେ।

    ମହିଳାଙ୍କ ପାଖରେ କିଛି ଖାସ୍ ବିଶେଷତ୍ବ ରହିଛି ଯାହାର ଉଲ୍ଲେଖ ଶାସ୍ତ୍ରରେ ବି ରହିଛି। ମହିଳାଙ୍କ ପାଖରେ ଏମିତି କିଛି ଖାସ୍ ଅଛି ଯାହାର ତାଙ୍କ ସ୍ବାମୀଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ କରିଥାଏ।

    ଆମେ କହୁଛୁ ମହିଳାଙ୍କ ପାଦ ଓ ହାତ ବିଷୟରେ। ମଣିଷର ପାଦ ଓ ହାତରେ ପାଞ୍ଚ ପାଞ୍ଚଟି ଆଙ୍ଗୁଳି ରହିଛି। ଯଦି ପାଦର ପରଷ୍ପର ଆଙ୍ଗୁଳି ମଧ୍ୟରେ ଖାଲି ସ୍ଥାନ ରହିଥିବ, ଗୋଲ ଗୋଲ ରେଖା ଥିବ ତେବେ ଏହା ନିଜକୁ ଓ ନିଜ ସ୍ବାମୀକୁ ସଂଘର୍ଷ ଆଡକୁ ପେଲିଥାଏ।

    ଯେଉଁ ମହିଳାଙ୍କ ଗୋଇଠି ଗୋଲ, ସୁନ୍ଦର ଏବଂ ନରମ ହୋଇଥିବ ସେହି ମହିଳା ନିଜ ସ୍ବାମୀ ଏବଂ ଶାଶୁଘର ପାଇଁ ଅଧିକ ଧନଲକ୍ଷ୍ମୀ ହୋଇଥାନ୍ତି। ଅର୍ଥାତ୍ ଯେଉଁଦିନ ଏହିଭଳି ମହିଳାଙ୍କ ପାଦ ତାଙ୍କ ଶାଶୁ ଘରେ ପଡ଼ିବ ସେହି ଘର ଧନ ସମ୍ପତ୍ତିରେ ପୂରି ଉଠିବ।

    Maximum 500 characters

    ବିଶେଷ View all

    Find Us on Facebook