Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପାଚେରୀ ଭୁଶୁଡ଼ି ଛାତ୍ର ମୃତ

    Share on :
    ajab-Image
    Date: Nov 9, 2019    Views: 15


    ବଲାଙ୍ଗୀର:  ସ୍କୁଲ ପାଚେରୀ ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।  ଟାଉନଥାନା ଟିକରପଡ଼ା ପ୍ରାତମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି ।  କାର୍ତ୍ତିକମାସ ପାଇଁ ସ୍କୁଲ ନିକଟରେ ନାମ ସଂକୀର୍ତ୍ତନ ଚାଲିଥିଲା ।  ଅନ୍ୟ ଏକ ସ୍କୁଲର ୨ ଜଣ ଛାତ୍ର ପାଚେରୀ ଚଡି ସଂକୀର୍ତ୍ତନ ଦେଖୁଥିଲେ ।  ଏହି ସମୟରେ ପାଚେରୀଟି ହଠାତ ଭୁଶୁଡ଼ି ପଡ଼ିବାରୁ ଜଣକର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook