Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୁଥରେ ଭୋଟର ସଂଖ୍ୟା ୯୦, ହେଲେ ମତଦାନ କରିଛନ୍ତି ୧୭୧, ଜାଣନ୍ତୁ କେଉଁଠି ?

    Share on :
    ajab-Image
    Date: Apr 6, 2021    Views: 3714

    ଗୌହାଟୀ: ଆସାମର ଦିମା ହସାଓ ଜିଲ୍ଲାରେ ଥିବା ଏକ ନିର୍ବାଚନୀ ବୁଥରେ ହୋଇଥିବା ବଡ଼ ଧରଣର ଅନିୟମିତତା ପଦାକୁ ଆସିଛି । ଏଠାରେ ୯୦ ଜଣ ଭୋଟର ଥିବା ବେଳେ ୧୭୧ ଜଣ ଭୋଟ ଦେଇଛନ୍ତି । ବୁଥଟି ହାଫଲଙ୍ଗ ନିର୍ବାଚନମଣ୍ଡଳୀରେ । ଏପି୍ରଲ ୧ ରେ ହୋଇଥିବା ଦ୍ୱିତୀୟ ନିର୍ବାଚନରେ ହାଫଲଙ୍ଗରେ ୭୪ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିଲା । ଏହା ଘଟଣାର ପର୍ଦ୍ଧାଫାସ ହେବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ବୁଥ ଦାୟିତ୍ୱରେ ଥିବା ୫ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଉକ୍ତ ବୁଥରେ ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିଦେ୍ର୍ଧଶ ଦେଇଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook