Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୬୨ରନରେ ବିରାଟ ଆଉଟ, ଭାରତ ୨୦୭/୭

    Share on :
    ajab-Image
    Date: Feb 15, 2021    Views: 3744

    ଚେନ୍ନାଇ:  ଚେନ୍ନାଇର ଚେପକ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ  ବିରାଟ କୋହଲି ଆଉଟ ହୋଇଯାଇଛନ୍ତି ।  ୬୨ରନ କରି ବିରାଟ ଆଉ ହୋଇଯାଇଛନ୍ତି । ମୋଇନ ଅଲ୍ଲୀଙ୍କ ବଲରେ ସେ ଏଲବିଡବ୍ଲୁ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତର ସ୍କୋର  ୨୦୭ରେ ପହଞ୍ଚିଥିବାବେଳେ ୪୦୨ ରନର ଅଗ୍ରଣୀ ନେଇ ସାରିଛି । ବର୍ତ୍ତମାନ ରବିଚନ୍ଦ୍ର ଅଶ୍ୱିନ ୬୧ ଓ କୁଲଦୀପ ଯାଦବ ୧ ରନ କରି କ୍ରିଜରେ ଅଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook