Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଆଂଚଳିକ

ମୁଖ୍ୟ ଖବର

    ମାତାଲ ପୁଲିସ, ବର୍ଦ୍ଧି ଖୋଲି ତାଣ୍ଡବ

    Share on :
    ajab-Image
    Date: Feb 14, 2020    Views: 2970

    ବାରିପଦା: ଜଣେ ଓଏପିଏଫ କନଷ୍ଟେବଳଙ୍କ ନିଶାସକ୍ତ ଅବସ୍ଥାର ଭିଡିଓ ଭାଇରାଲ ହୋଇଛି ।  ସମ୍ପୃକ୍ତ କନଷ୍ଟେବଳ ନିଶାସକ୍ତ ଅବସ୍ଥାରେ ଉପôାତ କରିବା ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଳକ କରିବାର ଏକ ଭିଡିଓ ଭାଇରାଲ ହୋଇଛି ।  ଉକ୍ତ ଭିଡିଓରେ ସମ୍ପୃକ୍ତ କନଷ୍ଟେବଳ ବର୍ଦ୍ଧି ଖୋଲି ଅତ୍ୟନ୍ତ ଖରାପ ଭାଷାରେ ଗାଳିଗୁଳଜ କରୁଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପୁଲିସ ଅଧିକାରୀଙ୍କୁ ଗାଳି କରୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ।  ଭିଡିଓଟି ଗତ ହିଙ୍ଗୁଳା ଯାତ୍ରାରେ ଉପôାତ କରୁଥିବା ବେଳର ବୋଲି ସୂଚନା ମିଳିଛି ।  ସମ୍ପୃକ୍ତ କନଷ୍ଟେବଳ ବଡ଼ସାହି ଥାନା କଉଡ଼ିଖଣିରେ ହିଙ୍ଗୁଳା ଯାତ୍ରାରେ ଡୁ୍ୟଟି ବେଳର ଭିଡିଓ ବୋଲି  ଜଣାଯାଇଛି । ପୂର୍ବରୁ ରାଇରଙ୍ଗପୁରରେ ଥିବାବେଳେ ମଧ୍ୟ ସମ୍ପୃକ୍ତ କନଷ୍ଟେବଳ ଏମିତି ଉପôାତ କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook