Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଆଂଚଳିକ

ମୁଖ୍ୟ ଖବର

    ଦବିଲା ନିର୍ମାଣାଧିନ ରେଳ ଲାଇନ

    Share on :
    ajab-Image
    Date: Feb 13, 2020    Views: 2880

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଦବିଲା ନିର୍ମାଣାଧିନ ରେଳ ଲାଇନ । ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ରେଳ ଲାଇନ ଦବିଯିବାରୁ ୨ଟି ଘର କ୍ଷତିଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ହରିଦାସପୁର-ପାରାଦୀପ ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ରେଳ ଲାଇନ ଦବି ଯାଇଛି । ରେଳ ଲାଇନ ଦବି ଯିବାବାରୁ ରାସ୍ତାକଡ଼ରେ ଥିବା ୨ଟି ଘର କ୍ଷତିଗ୍ରସ୍ତ ହୋଇଛି । ୨ଟି ଘରର କାନ୍ଥ ଫାଟିଥିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ନିମ୍ନମାନର କାମ ଯୋଗୁଁ ରେଳ ଲାଇନ ଦବି ଯାଇଥିବା ଅଭିଯୋଗ ହୋଇଛି । ରେଳ ଲାଇନରୁ ୫୦ ଫୁଟ ନିକଟରେ ଥିବା ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।

    Maximum 500 characters

    ଆଂଚଳିକ View all

    Find Us on Facebook