Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଟିଡ଼ିଏସ ୨୫% ହ୍ରାସ, ୫୦ ହଜାର କୋଟିର ଲିକୁ୍ୟଡ଼ିଟି

    Share on :
    ajab-Image
    Date: May 13, 2020    Views: 3711

    ୧. ଟିକସ ଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର  । ଟିଡ଼ିଏସ ଓ ଟିସିଏସ କ୍ଷେତ୍ରରେ ୨୫% ଟିକସ ହ୍ରାସ କରାଯାଇଛି  । 

    ୨. ଟିଡ଼ିଏସ ହେଉଛି ଟ୍ୟାକ୍ସ ରିଡ଼କ୍ସନ ଆଟ ସୋର୍ସ ଓ ଟିସିଏସ ହେଉଛି ଟ୍ୟାକ୍ସ କଲେକ୍ସନ ଆଟ ସୋର୍ସ ।

    ୩. ଠିକା, ପେଶାଦାର ଫି, ସୁଧ, ଭଡ଼ା, ଡିଭିଡେଣ୍ଡ, କମିଶନ, ବ୍ରୋକର ଆଦି ଟିଡ଼ିଏସ ହ୍ରାସ  ପାଇଁ ଯୋଗ୍ୟ ବିବେଚିତ ହେବେ  ।

    ୪. ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ଏହା ଲାଗୁ ହେବ ।

    ୫. ଏହି ପଦକ୍ଷେପ ଦ୍ୱାରା ୫୦ ହଜାର କୋଟିର ଲିକୁ୍ୟଡ଼ିଟି ହେବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook