Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସରକାରୀ ଚାକିରି ଆବେଦନ ପାଇଁ ଦରକାର ନାହିଁ ଜାତି, ଆବାସିକ ପ୍ରମାଣପତ୍ର

    Share on :
    ajab-Image
    Date: Jan 21, 2020    Views: 4947

    ଭୁବନେଶ୍ୱର:  ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର କି ଆବାସିକ ପ୍ରମାଣ ପତ୍ର ଦେବାକୁ ପଡ଼ିବନି । ଆବେଦନ କରିବା ସମୟରେ ସେ କେଉଁ ଜାତିର ଏବଂ କେଉଁ ଅଞ୍ଚଳର ବାସିନ୍ଦା ସେ ନେଇ ଆତ୍ମଘୋଷଣାନାମା ଦେବେ । ଯଦି ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ  । ଏ ନେଇ ସୋମବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀମାନେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ବିଭିନ୍ନ ପଦବୀ ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆତ୍ମଘୋଷଣାନାମା ଦେଇପାରିବେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook