Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ, ଡେବୁ୍ୟ କରିବେ ସୈନୀ

    Share on :
    ajab-Image
    Date: Jan 6, 2021    Views: 3300

    ସିଡନୀ:  କୋଭିଡ-୧୯ ସ୍ଥିତିକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା, ଭାରତୀୟ ଖେଳାଳିଙ୍କ ବାହାରେ ଖାଇବାକୁ ନେଇ ସୃଷ୍ଟି ହୋଇଥିବା ବାଦବିବାଦ, ଆହତ ସମସ୍ୟା ଓ ଫର୍ମ ନଥିବା ଅବସ୍ଥାରେ ଏଠାରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ ।  ଏହାରି ଭିତରେ ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଖେଳାଳିଙ୍କ ତାଲିକା ପ୍ରକାଶ  ଯାଇଛି ।   ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ନବଦୀପ ସୈନୀ ଡେବୁ୍ୟ କରିବେ ବୋଲି ଜଣାଯାଇଛି ।  ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିବେ ବୋଲି ଜଣାଯାଇଛି । 
    ଚୂଡ଼ାନ୍ତ ଏକାଦଶ: ରୋହିତ, ଶୁବମନ, ପୂଜାରା, ରାହେଣ(ଅଧିନାୟକ,  ହନୁମା, ପନ୍ତ, ଜାଡେଜା, ଅଶ୍ୱିନ, ବୁମରା, ସିରାଜ ଓ ସୈନୀ ।

    Maximum 500 characters

    ଖେଳ ଖବର View all

    Find Us on Facebook