ମୁଖ୍ୟ ଖବର
ଭଦ୍ରକ: ଧାନକିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାହାଞ୍ଜ ସମବାୟ ସମିତି ସମ୍ପାଦିକା ତିଳୋତମା ମହାନ୍ତି ନିଲମ୍ବିତ ହୋଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡିଛି । ଯୁଗ୍ମ ତଦନ୍ତ କରି ଥାନାରେ ଏତଲା ଦାୟର କରିବା ପାଇଁ ଯୋଗାଣ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି ।
Comments ସମସ୍ତ ମତାମତ