Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମବାୟ ସମିତି ସମ୍ପାଦିକା ନିଲମ୍ବିତ

    Share on :
    ajab-Image
    Date: Feb 23, 2021    Views: 3669

    ଭଦ୍ରକ: ଧାନକିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାହାଞ୍ଜ ସମବାୟ ସମିତି ସମ୍ପାଦିକା ତିଳୋତମା ମହାନ୍ତି ନିଲମ୍ବିତ ହୋଇଥିବା ଅଭିଯୋଗ ହୋଇଛି  । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡିଛି । ଯୁଗ୍ମ ତଦନ୍ତ କରି ଥାନାରେ ଏତଲା ଦାୟର କରିବା ପାଇଁ ଯୋଗାଣ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook