Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣା, ସାନୁ ଶର୍ମାଙ୍କୁ ଜେରା

    Share on :
    ajab-Image
    Date: Jun 29, 2020    Views: 3084

    ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୁଲିସ ୟଶ ରାଜ ଫିଲ୍ମର କାଷ୍ଟିଂ ନିଦେ୍ର୍ଧଶକ ସାନୁ ଶର୍ମାଙ୍କୁ ଜେରା କରିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କୌଣସି ପ୍ରକାର ବୃତ୍ତିଗତ ପ୍ରତିଶୋଧ ରହିଛି କି ନାହିଁ ତା ଉପରେ ପୁଲିସ ତଦନ୍ତ କରୁଛି । ଜୋନ ୯ ର ଡିସିପିଙ୍କ କହିବା ଅନୁଯାୟୀ ସାନୁଙ୍କୁ ବାନ୍ଦ୍ରା ଥାନାରେ ପଚରା ଉଚରା କରାଯାଇଛି । ସେ ସୁଶାନ୍ତଙ୍କ ସହ ସୁଦ୍ଧ ଦେଶୀ ରୋମାନ୍ସ ଫିଲ୍ମରେ କାମ କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟାରେ ପୁଲିସ ୨୭ ଜଣଙ୍କର ବୟାନ ରେକର୍ଡ କଲାଣି । ରେହା ଚକ୍ରବର୍ତ୍ତୀ, କାଷ୍ଟିଂ ନିଦେ୍ର୍ଧଶକ ମୁକେଶ ଛାବ୍ରା ଅଛନ୍ତି ।

     

    Maximum 500 characters

    ବିଶେଷ View all

    Find Us on Facebook