Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଅର୍ଥନୀତି

ମୁଖ୍ୟ ଖବର

    ୪ ଦିନରେ ନିବେଶକଙ୍କ ୫.୫୦ ଲକ୍ଷ କୋଟି କ୍ଷତି

    Share on :
    ajab-Image
    Date: Feb 27, 2020    Views: 2559

    ମୁମ୍ବାଇ: କରୋନା ଭୂତାଣୁ ପ୍ରଭାବରେ ବମ୍ବେ ଷ୍ଟକ ବଜାରରେ ଚତୁର୍ଥ ଦିନ ପାଇଁ କାରବାର ମାନ୍ଦା ରହିଛି । ଏହାର ପ୍ରଭାବରେ ସେନସେକ୍ସ ୩୯୨ ପଏଣ୍ଟ ହ୍ରାସ ପାଇ ୩୯,୮୮୮ ପଏଣ୍ଟରେ ବନ୍ଦ ହୋଇଛନ୍ତି । ବିଗତ ଚାରି ଦିନ ଭିତରେ ସେନସେକ୍ସରେ ଘଟିଥିବା ଯୋଗୁଁ ନିବେଶକମାନେ ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଲେଣି । ଏହି ଚାରି ଦିନରେ ସେନସେକ୍ସରେ ୧୪୦୦ ପଏଣ୍ଟର ହ୍ରାସ ଘଟିଛି । ଚୀନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଇଟାଲି ଓ ଇରାନରେ ଦ୍ରୁତ ଗତିରେ ବ୍ୟାପୁଛି । ଏହା ମହାମାରିର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେଥିପାଇଁ ନୁ୍ୟୟର୍କ ଠାରୁ ଆରମ୍ଭ କରି ଟୋକିଓ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରମୁଖ ଦେଶର ଷ୍ଟକ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook