Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦାୟିତ୍ୱ ନେଲେ କନୱର ବିଶାଲ ସିଂ

    Share on :
    ajab-Image
    Date: Nov 22, 2020    Views: 3180

    ପୁରୀ:  ପୁରୀ ଜିଲ୍ଲାର ନୂତନ ଏସପିଭାବେ କନୱର ବିଶାଲ ସିଂ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଅଖିଳେଶ୍ୱର ସଂହଙ୍କ ସ୍ଥାନରେ କନୱର ବିଶାଲ ସିଂ  ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଜିଲ୍ଲାର ବହୁ ବରିଷ୍ଠ ପୁଲିସ ପଦାଧିକାରୀଙ୍କ ଉପସ୍ଥିତିରେ  କନୱର ବିଶାଲ ସିଂ  ଦାୟିତ୍ୱ ଗ୍ରହଣ କରିଛନ୍ତି ।  

    ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି । ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । 

     

    Maximum 500 characters

    ତାଜା ଖବର View all

    Find Us on Facebook