ମୁଖ୍ୟ ଖବର
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଚୋରି, ରାହାଜାନୀ ବୃଦ୍ଧି ପାଇଥିବାବେଳେ ପୁଣି ଆଜି ମହିଳାଙ୍କୁ ଟାର୍ଗେଟ କରି ସୁନା ଚେନ ଲୁଟ କରାଯାଇଥିବା ଜଣାପଡିଛି । ନିଳାଦ୍ରୀବିହାରରେ ଫୁଲ ତୋଳିଲା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରି ଚେନ ଲୁଟ ହୋଇଛି । ଗୋଟିଏ ବାଇକରେ ୩ ଜଣ ଆସି ପ୍ରାଚୀ ଏନକ୍ଲେଭ ପାଖରେ ଏହି ଲୁଟ କରିଥିବା ଜଣାପଡିଛି ।
Comments ସମସ୍ତ ମତାମତ