Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳାଙ୍କଠୁ ଝାମ୍ପିନେଲେ ସୁନା ଚେନ

    Share on :
    ajab-Image
    Date: Feb 23, 2021    Views: 3562

    ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଚୋରି, ରାହାଜାନୀ ବୃଦ୍ଧି ପାଇଥିବାବେଳେ ପୁଣି ଆଜି ମହିଳାଙ୍କୁ ଟାର୍ଗେଟ କରି ସୁନା ଚେନ ଲୁଟ କରାଯାଇଥିବା ଜଣାପଡିଛି । ନିଳାଦ୍ରୀବିହାରରେ ଫୁଲ ତୋଳିଲା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରି ଚେନ ଲୁଟ ହୋଇଛି । ଗୋଟିଏ ବାଇକରେ ୩ ଜଣ ଆସି ପ୍ରାଚୀ ଏନକ୍ଲେଭ ପାଖରେ ଏହି ଲୁଟ କରିଥିବା ଜଣାପଡିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook