Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୋଖରୀରେ ମଣିଷ କଙ୍କାଳ

    Share on :
    ajab-Image
    Date: Apr 8, 2021    Views: 3144

    ଯାଜପୁର: ପୋଖରୀରୁ ମିିଳିଲା ମଣିଷ କଙ୍କାଳ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯାଜପୁର ଜିଲ୍ଲା ସଦର ଥାନା କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଏକ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି ।  ଏନେଇ ସୂଚନା ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ତନାଘନା ଆରମ୍ଭ କରିଛି ।  ସବୁଠୁ ବଡ଼ କଥା ହେଲା ଉକ୍ତ କଙ୍କାଳ ବେକରେ ଏକ ଓଢଣୀ ଗୁଡ଼ା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି କଙ୍କାଳ କାହାର ଓ ଏହା ଏଠାକୁ କେମିତି ଆସିଲା ତାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି । 

    Maximum 500 characters

    ତାଜା ଖବର View all

    Find Us on Facebook