Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଆଂଚଳିକ

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ଯୁବତୀ ମୃତ

    Share on :
    ajab-Image
    Date: Feb 14, 2020    Views: 2312

    ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାରେ ଶୁକ୍ରବାର ସକାଳେ  ଫୁଲ ତୋଳିବାକୁ ଯାଇ ପୋଖରୀକୁ ଗୋଡ଼ ଖସିଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ସକାଳ ୬ଟା ସମୟରେ ଉକ୍ତ ଯୁବତୀ ଜଣଙ୍କ ଫୁଲ ତୋଳିବାକୁ ଯାଇଥିଲେ। ମାତ୍ର କୌଣସି କାରଣବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ପୋଖାରୀରୁ ଉଦ୍ଧାର କରିଥିଲେ। 

    Maximum 500 characters

    ଆଂଚଳିକ View all

    Find Us on Facebook