ମୁଖ୍ୟ ଖବର
ମୋହନା: ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ମାଟ୍ରିକ ଛାତ୍ରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଆଜି ଇଂରାଜୀ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ ।
Spot News
Comments ସମସ୍ତ ମତାମତ