Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ହେବ ଔଷଧ ହୋମଡେଲିଭରୀ

ସତ୍ୟନଗରରେ 4ପଜିଟିଭ :ବିଏମସି

କରୋନା ପାଇଁ ଲକଡାଉନ ଅବଧି ବଢିପାରେ !

ଦେଶରେ କରୋନା ମୃତ୍ୟୁ 149କୁ ବୃଦ୍ଧି

ସତ୍ୟନଗର କଣ୍ଟେନ୍ଟମେଣ୍ଟ ଅଂଚଳ ଘୋଷଣା

banner

ତାଜା ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ

    Share on :
    ajab-Image
    Date: Feb 22, 2020    Views: 4423

    ମୋହନା:  ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।  ପୋଖରୀରେ ବୁଡ଼ି ଜଣେ ମାଟ୍ରିକ ଛାତ୍ରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି ।  ଆଜି ଇଂରାଜୀ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook