Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ହେବ ଔଷଧ ହୋମଡେଲିଭରୀ

ସତ୍ୟନଗରରେ 4ପଜିଟିଭ :ବିଏମସି

କରୋନା ପାଇଁ ଲକଡାଉନ ଅବଧି ବଢିପାରେ !

ଦେଶରେ କରୋନା ମୃତ୍ୟୁ 149କୁ ବୃଦ୍ଧି

ସତ୍ୟନଗର କଣ୍ଟେନ୍ଟମେଣ୍ଟ ଅଂଚଳ ଘୋଷଣା

banner

ତାଜା ଖବର

ମୁଖ୍ୟ ଖବର

    ଶିବ ଦର୍ଶନ ବେଳେ ପଥର ଖସି ୩ ଆହତ

    Share on :
    ajab-Image
    Date: Feb 21, 2020    Views: 3871

    ବୀରମିତ୍ରପୁର: ଆଜି ପବିତ୍ର ମହା ଶିବରାତ୍ରି । ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ । ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼ ।  ବେ ଶିବ ଦର୍ଶନ ବେଳେ ଅଘଟଣ ଘଟିଛି । ମନ୍ଦିର ପାଖରେ ପଥର ଖସି ୩ ଜଣ ଆହତ ହୋଇଛନ୍ତି ।  ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି ।  ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ ।  ହଠାତ ପାହାଡ଼ ଖୋଲରୁ ପଥର ଖସିପଡ଼ିଥିଲା । ଫଳରେ ଏଥିରେ ୩ ଜଣ ଆହତ ହୋଇଛନ୍ତି ।  ସେମାନଙ୍କୁ ହାତୀବାରି ପ୍ରାଥମିକ ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି ।  ଆହତଙ୍କ ମଧ୍ୟରେ ୨ ବର୍ଷର କୁନି ପୁଅ ଓ ୨୪ ବର୍ଷୀୟ ଯୁବତୀ ଓ ଜଣେ ମହିଳା ଅଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook