Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏସଏଚଜି ପାଇଁ ପଇସା ପୋର୍ଟାଲ

    Share on :
    ajab-Image
    Date: May 14, 2020    Views: 4799

    ଭୁବନେଶ୍ୱର : ସହରାଂଚଳରେ ଥିବା ଦେଶାନ୍ତରୀ ଶ୍ରମିକଙ୍କୁ ଏସଡ଼ିଆରଏଫ ଅର୍ଥରେ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି  ।

    ୨. ଏସଡ଼ିଆରଏଫ ପାଣ୍ଠିରେ ନିଜ ଅଂଶ ବାବଦକୁ କେନ୍ଦ୍ର ସରକାର ୧୧୦୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି  ।

    ୩. ମାର୍ଚ୍ଚ ୨୮ରୁ ସହରାଂଚଳରେ ଥିବା ବାସହୀନଙ୍କୁ ୩ ଓଳି ଖାଇବାକୁ ଦିଆଯାଉଛି  ।

    ୪. ସହରାଂଚଳରେ ଏସଏଚଜିଗୁଡ଼ିକ ୩ କୋଟି ମାସ୍କ ଓ ୧.୨ ଲକ୍ଷ ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି  ।

    ୫. ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ନିମନ୍ତେ ପଇସା ପୋର୍ଟାଲ କରାଯାଇଛି  । ଗତ ଅପ୍ରେଲରେ ପାଇଲଟ ଭିତିରେ ଗୁଜୁରାଟରେ ଏହା କାର୍ଯ୍ୟକାରୀ ହୋଇଥିଲା  । ମେ’ରୁ ସାରା ଦେଶରେ ଏହା ପ୍ରଚଳନ କରାଯାଇଛି  ।

    ୬. ୧୫ ମାର୍ଚ୍ଚ, ୨୦୨୦ରୁ ଏଯାବତ ମଧ୍ୟରେ ୭୨ ଶହ ନୂତନ ଏସଏଚଜି ଗଠନ କରାଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook