Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ତାଜା ଖବର

ମୁଖ୍ୟ ଖବର

    ପୁଣି ସ୍କୁଲ ବ୍ୟାଗ ତାଗିଦ

    Share on :
    ajab-Image
    Date: Feb 14, 2020    Views: 3627

    ଭୁବନେଶ୍ୱର:  ପୁଣି ସ୍କୁଲ ବ୍ୟାଗ ପାଇଁ ତାଦିଗ । ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କମ ପ୍ରସଙ୍ଗରେ ପୁଣି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏନେଇ ଗଣଶିକ୍ଷା ସଚିବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । 

    ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ  ଏହି ଚିଠି କରାଯାଇଛି ।  ଏନେଇ ବାରମ୍ବାର କୁହାଯିବା ସତ୍ତ୍ୱେ ନିୟମ ପାଳନ ହେଉନାହିଁ ।

    ଘରୋଇ ସ୍କୁଲ ସମେତ ଅନ୍ୟାନ୍ୟ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ଯାଞ୍ଚ ହେଉନାହିଁ । ବର୍ତ୍ତମାନ ସୁଦ୍ଧା  ସ୍କ୍ୱାଡ ଗଠନ କି ପିଲାଙ୍କ ବ୍ୟାଗ ଯାଞ୍ଚ ନେଇ ରିପୋର୍ଟ ମିଳିନାହିଁ ।  ଆସନ୍ତା ୨୦ ମଧ୍ୟରେ ଜରୁରୀଭାବେ ଏନେଇ ତଥ୍ୟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook