Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଆଂଚଳିକ

ମୁଖ୍ୟ ଖବର

    ଓଲଟିଲା ସ୍କୁ୍ଲ୍ ଅଟୋ ; ୧୦ ଗୁରୁତର

    Share on :
    ajab-Image
    Date: Feb 11, 2020    Views: 2784

     ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆଜି ଏକ ସ୍କୁଲ୍ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅଟୋଟି ରାମନାଗୁଡା ଆଦର୍ଶ ବିଦ୍ୟାଲୟରୁ ପିଲା ମାନଙ୍କୁ ନେଇ ଫେରିଲା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏକ ଛେଳି ଅଚାନକ୍ ଆସି ଯିବାରୁ ଅଟୋଟି ଓଲଟି ପଡିଥିଲା  ।  ଅଟୋରେ ୧୪ ପିଲାଙ୍କ ମଧ୍ୟରୁ ୧୦ ଗୁରୁତର ଆହତ ହୋଇଛନ୍ତି ।

    Maximum 500 characters

    ଆଂଚଳିକ View all

    Find Us on Facebook