Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଜେଟ୍‌କୁ ଏକ ଅପାରଗ ଗ୍ୟାରେଜ୍‌ ମେକାନିକ୍ କହିଲେ ଶଶୀ ଥରୁର

    Share on :
    ajab-Image
    Date: Feb 2, 2021    Views: 4026

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି।ତେବେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏହି ବଜେଟକୁ ସମାଲୋଚନା କରିଛନ୍ତି  ।କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର କେନ୍ଦ୍ର ବଜେଟ୍‌କୁ ଏକ ଅପାରଗ ଗ୍ୟାରେଜ୍‌ ମେକାନିକ୍‌ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଏହି ବିଜେପି ସରକାର ମୋତେ ଗ୍ୟାରେଜ ମେକାନିକ୍‌ ବିଷୟରେ ମନେ ପକାଇ ଦେଇଛନ୍ତି; ଯିଏ ତାଙ୍କ ଗ୍ରାହକଙ୍କୁ କହିଥିଲେ, ମୁଁ ତୁମର ବ୍ରେକ୍‌ ଠିକ୍‌ କରିପାରିବି ନାହିଁ, ତେଣୁ ମୁଁ ତୁମର ଶିଙ୍ଗକୁ ଅଧିକ ଜୋରରେ ବନେଇଲି ବୋଲି  କହିଛନ୍ତି ।

     ସେହିପରି ସରକାର ବଜେଟ୍‌ରେ କୃଷକଙ୍କୁ ଭଣ୍ଡାଇଛନ୍ତି। ସରକାର ବଜେଟ୍‌ରେ କୃଷି ବାବଦ ବ୍ୟୟବରାଦକୁ ହ୍ରାସ କରିଛନ୍ତି ବୋଲି  କୃଷକ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook