Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନାଲି ଆଖିକୁ ବିଜେପି ଡରିବ ନାହିଁ: ସମୀର

    Share on :
    ajab-Image
    Date: Sep 5, 2020    Views: 4131

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନାଲି ଆଖିକୁ ବିଜେପି କର୍ମୀ ଡରିବେ ନାହିଁ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ସଭାପତି ସମୀର ମହାନ୍ତି ଏହା କହିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ମହାନ୍ତି କହିଛନ୍ତି ଯେ,  କରୋନା ପରିଚାଳନା ତ୍ରୁଟିକୁ ଦର୍ଶାଇଲେ ନାଲି ଆଖି ଦେଖାଯାଉଛି ।  ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କଥା ସମସ୍ତେ ଜାଣିଛନ୍ତି । ଗତକାଲି ଆମ ବାରିପଦା ବିଧାୟକଙ୍କୁ ପୁଲିସ ଥାନାକୁ ଧରି ଆଣିଲା ।  ଥାନାକୁ ନେଇ କୋର୍ଟ ଚାଲାଣ ପରେ ତାଙ୍କୁ ଜାମିନ ମିଳିଥିଲା ।  କୌଣସି ଅନ୍ୟାୟକୁ ବିଜେପି କର୍ମୀ ଆଦୌ ବରଦାସ୍ତ କରିବେନି ।  ରାଜ୍ୟ ସରକାରଙ୍କ ନାଲି ଆଖିକୁ ବିଜେପି କର୍ମୀ ଡରିବେ ନାହିଁ ବୋଲି ସମୀର ମହାନ୍ତି କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook