Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପଦ ଛାଡ଼ିଲେ ସାବା କରିମ

    Share on :
    ajab-Image
    Date: Jul 19, 2020    Views: 3575

    ମୁମ୍ବାଇ : ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି ସାବା କରିମ  । ସେ ନିଜ ପଦ ଛାଡ଼ିଥିବାବେଳେ ଖୁବଶୀଘ୍ର ଏନେଇ ଘୋଷଣା କରିବେ  । 
    ୨୦୧୭ ଡିସେମ୍ବରରେ କରିମ ବିସିସିଆଇ ପଦାଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  । ସେତେବେଳେ ବିସିସିଆଇର ସିଇଓ ଥିଲେ ରାହୁଲ ଜୋହରି  । ନିକଟରେ ଜୋହରିଙ୍କ ଇସ୍ତଫାକୁ ବୋଡର଼୍ ଗ୍ରହଣ କରିଥିଲା  । ତେବେ କରିମଙ୍କ ଇସ୍ତଫା ପରେ କାହାକୁ ସେଇ ଦାୟିତ୍ୱ ଦିଆଯିବ ସେନେଇ ତର୍ଜମା ଆରମ୍ଭ ହୋଇଛି  । କରିମ କ୍ରିକେଟ ଅପରେସନର ଜିଏମ ଭାବେ ଗୁରୁ ଦାୟିତ୍ୱ ତୁଲାଉଥିଲେ  । ଭାରତର ଏହି ପୂର୍ବତନ ଖେଳାଳୀଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ବିସିସିଆଇ ପକ୍ଷରୁ କୁହାଯାଇଥିଲା  ।

    Maximum 500 characters

    ଖେଳ ଖବର View all

    Find Us on Facebook