Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଆଂଚଳିକ

ମୁଖ୍ୟ ଖବର

    କୁଇ ସାଂସ୍କୃତିକ ପରିଷଦର ବନ୍ଧୁମିଳନ-୨୦୨୦

    Share on :
    ajab-Image
    Date: Feb 14, 2020    Views: 3058

    ‘କୁଇ ସାଂସ୍କୃତିକ ପରିଷଦ’ ଭୁବନେଶ୍ୱରର ବାର୍ଷିକ ବନ୍ଧୁ ମିଳନ ନନ୍ଦନକାନନ ସ୍ଥିତ ବଟାନିକାଲ ଗାର୍ଡେନ ଠାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର  ସମସ୍ତ ସଦସ୍ୟ, ସଦସ୍ୟା, କର୍ମକର୍ତ୍ତା ଓ କନ୍ଧମାଳ ବିଭିନ୍ନ ଆଦିବାସୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ନୂତନ କର୍ମକର୍ତ୍ତା ଓ ପୂର୍ବ କର୍ମକର୍ତ୍ତା କନ୍ଧମାଳ ଜିଲ୍ଲା ଆଦିବାସୀ ସମ୍ପ୍ରଦାୟର ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେଥିପାଇଁ ସମସ୍ତ ସଦସ୍ୟ ନିଜ ମତବ୍ୟକ୍ତ କରିବା ସହ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ସଂକଳ୍ପ ନିଆଗଲା । କାର୍ଯ୍ୟ ଶେଷରେ ସମସ୍ତ ମହିଳା ସଦସ୍ୟା ଓ ଶିଶୁମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
    କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ପ୍ରତାପ କୁମାର ପ୍ରଧାନ, ଉପସଭାପତି ସ୍ୱର୍ଣ୍ଣମଣୀ ପ୍ରଧାନ, ସାଧାରଣ ସମ୍ପାଦକ ବିକ୍ରମ କୁମାର ପ୍ରଧାନ, କୋଷାଧ୍ୟକ୍ଷା ମଞ୍ଜୁଲତା କହଁର ତଥା ଅନ୍ୟାନ୍ୟ ସଦସ୍ୟ ସଂଘମିତ୍ରା ପ୍ରଧାନ, ଉମାଚରଣ ମଲ୍ଲିକ, ମିହିର ଚାନ୍ଦ ମଲ୍ଲିକ, ରମେଶ ଚନ୍ଦ୍ର ପ୍ରଧାନ, ଡଃ.କ୍ଷୀରୋଦ କହଁର, କେରାଲଜିନ ପ୍ରଧାନ, ଗଙ୍ଗାଧର ମଲ୍ଲିକ, ମହେନ୍ଦ୍ର କହଁର, ବାସୁଦେବ ପ୍ରଧାନ, ରବୀନ୍ଦ୍ର ମଲ୍ଲିକ, ଅଜୟ କୁମାର ପ୍ରଧାନ ଆଦି ବହୁ ସଦସ୍ୟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଅବନୀ କୁମାର କହଁର ମଞ୍ଚ ପରିଚାଳନା କରିଥିଲେ ଏବଂ ସମ୍ପାଦକ ବିକ୍ରମ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

    Maximum 500 characters

    ଆଂଚଳିକ View all

    Find Us on Facebook