ଗ୍ରାହକମାନେ ଗ୍ରାହକମାନେ
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ

    Share on :
    ajab-Image
    Date: Jan 25, 2021    Views: 2779

    ଗ୍ରାହକମାନେ ମୋବାଇଲଲାପଟପ୍‌, ଟିଭି  ୱାସିଂ ମେସିନ ଭଳି ଅନେକ ବର୍ଗରେ ଆକର୍ଷଣୀୟ  ଅତୁଳନୀୟ ଅଫର ହାସଲ କରିପାରିବେ

    ଜାନୁୟାରୀ ୨୧୨୦୨୧ : ଚଳିତ ସାଧାରଣତନ୍ତ୍ର ଦିବସରେରିଲାଏନ୍ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’  ଶୁଭାରମ୍ଭ କରାଯାଇଛିି  ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍ରେ ଏକ୍ସକ୍ଲୁସିଭ୍ ଡିଲ୍  ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି 

    ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତରିଲାଏନ୍ ଡିଜିଟାଲ୍ ୧୦,୦୦୦/-* ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍କ୍ଷଣାତ୍ ରିହାତି (ଇନ୍ଷ୍ଟାଂଟ ଡିସକାଉଂଟସୁବିଧା ସିଟିଆଇସିଆଇସିଆଇ  କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍  କ୍ରେଡିଟ୍ କାର୍ଡ଼ରେ ଇଏମଆଇଅଣ-ଇଏମଆଇ ଟ୍ରାନ୍ଜାକ୍ସନରେ ରିଲାଏନ୍ ଡିଜିଟାଲ୍  ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି  ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ  ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ  ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍ଜାକ୍ସନ ତଥା କ୍ୟାସବ୍ୟାକର ସୁବିଧା 

    ଡିିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଗ୍ରାହକମାନେ ଅତୁଳନୀୟ ମୂଲ୍ୟ ସୁବିଧା  ଇଏମଆଇ ବିକଳ୍ପକୁ ବିଭିନ୍ନ ବର୍ଗର ସାମଗ୍ରୀ ଯଥା ଟେଲିଭିଜନଗୃହ ଉପକରଣ (ହୋମ୍ ଆପ୍ଲିଆନ୍ସେସ୍‌), ମୋବାଇଲ୍ ଫୋନ୍‌, ଲାପଟପ୍‌, ଆକ୍ସେସୋରିଜ୍‌, ୱିରେବଲ୍  ଆହୁରି ଅନେକ ସାମଗ୍ରୀରେ ପାଇପାରିବେ  ଗ୍ରାହକମାନେ ମଧ୍ୟ ରିଲାଏନ୍ ଡିଜିଟାଲ୍ ଷ୍ଟୋର  ମାଇ ଜିଓ ଷ୍ଟୋରରୁ କ୍ରୟ କରିପାରିବେ କିମ୍ବା reliancedigital.in ରେ ଅନ୍ଲାଇନ୍ କ୍ରୟ ସହିତ ଇନଷ୍ଟା ଡେଲିଭରି ( ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରିଏବଂ ସେମାନଙ୍କର ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ସୁବିଧା ପାଇପାରିବେ 

    ଡିଜିଟାଲ୍ ଇଣ୍ଡିଆ ସେଲ୍ ସମୟରେରିଲାଏନ୍ ଡିଜିଟାଲରେ ଅନେକ ବର୍ଗରେ ବିଭିନ୍ନ ଆକର୍ଷଣୀୟ ଅଫର ରହିଛି  ଗ୍ରାହକମାନେ ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍ରେ ଅତ୍ୟାଧୁନିକ ଗ୍ୟାଜେଟ୍ ମାନ ପାଇପାରିବେ  ଏଥିମଧ୍ୟରେ ଆଇଫୋନ୍ ୧୨ ମିନି  ମୂଲ୍ୟ .୪୯,୬୫୦/-* ରୁ ଆରମ୍ଭ ହେଉଥିବା ବେଳେ ସାମସଙ୍ଗ ୱାଚ୍ ଏଲଟିଇ (୪୨ ମିମି ମୂଲ୍ୟ .୧୫,୯୯୯/- ରୁ ଆରମ୍ଭ ଏବଂ ଏହା ସହିତ ଆହୁରି ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ସୁବିଧା ରହିଛି  ଆଉ ମଧ୍ୟ ଏହି ଅଫର ସାମସଙ୍ଗ ଏସ୨୦ ଏଫଇ ୨୫୬ଜିବି ରେ ରହିଛି ଯାହାର ଆକର୍ଷଣୀୟ ମୂଲ୍ୟ ହେଉଛି ୩୯,୯୯୯/- .

    ଡିଜିଟାଲ୍ ଇଣ୍ଡିଆ ସେଲରେ ଲାପଟପଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ

    Maximum 500 characters

    ଅର୍ଥନୀତି View all

    Find Us on Facebook