Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁ ଅନୁସାରେ ପିଲାଙ୍କ ପଢ଼ାଗୃହ

    Share on :
    ajab-Image
    Date: Feb 3, 2020    Views: 3805

    ପ୍ରତ୍ୟେକ ଅଭିଭାବକ ନିଜ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଖୁବ ସଚେତନ । ବାସ୍ତୁବିତଙ୍କ ମତରେ କେତୋଟି ନିୟମ ପାଳିଲେ ପିଲାଙ୍କ ପାଠପଢ଼ାରେ କୌଣସି ଅସୁବିଧା ଉପୁଜେ ନାହିଁ । 
    ପଢ଼ିବା ନିମନ୍ତେ ସବୁଠୁ ଉତ୍ତମ ଦିଗ ହେଉଛି ଉତ୍ତର ଓ ପୂର୍ବ । ପିଲାଙ୍କ ପଢ଼ା ଟେବୁଲ ଏହି ଦିଗରେ ରଖିବା ଉତ୍ତମ ପ୍ରଭାବ ପକାଇଥାଏ ।
    ପଢ଼ା ଟେବୁଲ ସମ୍ମୁଖରେ ଏକ ଝରକା ଥିବା ମଧ୍ୟ ଉତ୍ତମ । ନୂଆ କରି ଘର ଆରମ୍ଭ କରୁଥିଲେ, ଏ ବାବଦରେ ଜାଣି ରଖନ୍ତୁ । ଝରକା ଖୋଲା ରଖିଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ ।
    ଘରେ ବିମ୍ ଥିଲେ, ପଢ଼ା ଟେବୁଲ ତା ତଳେ ରଖିବା ନକାରାତ୍ମକ ଶକ୍ତି ବୃଦ୍ଧି କରେ ।
    ଚତୁର୍ଭୁଜ ଆକାରର ପଢ଼ା ଟେବୁଲରେ ପିଲା ପଢ଼ିବା ଉଚିତ, ଗୋଲାକାର ଟେବୁଲ ଥିଲେ ମଧ୍ୟ ପିଲା ପଢ଼ା ପାଇଁ ଏହା ଆଦୌ ଉଦ୍ଧିଷ୍ଟ ନୁହେଁ ।
    ପିଲାଙ୍କ ପଢ଼ା କକ୍ଷର କାନ୍ଥ ରଙ୍ଗ ସବୁଜ କିମ୍ବା ନୀଳ ରଙ୍ଗ କରନ୍ତୁ । ପଢ଼ା ଘରେ ଲାଲ ରଙ୍ଗ କରିବା ଅନୁଚିତ କିମ୍ବା ସେଇ ରଙ୍ଗର ଆସବାବ ପତ୍ର ମଧ୍ୟ ରଖନ୍ତୁ ନାହିଁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook