Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ଖେଳ ଖବର

ମୁଖ୍ୟ ଖବର

    ଶାରଜାରେ କିଙ୍ଗସ ବନାମ ରୟାଲ୍ସ ମୁକାବିଲା

    Share on :
    ajab-Image
    Date: Oct 15, 2020    Views: 3244

    ଦୁବାଇ : ଆଇପିଏଲରେ ଆଜି ରୟାଲ୍ସ ବନାମ କିଙ୍ଗସ ମୁକାବିଲା ଦେଖିବାକୁ ମିଳିବ । ଶାରଜାର ଛୋଟ ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କେ ଏଲ ରାହୁଲଙ୍କ କିଙ୍ଗସ ଇଲେଭେନ ପଞ୍ଜାବ ପରସ୍ପରର ମୁକାବିଲା କରିବେ । ଏହି ମ୍ୟାଚରେ ବିଜୟୀ ହୋଇ ବିରାଟ କୋହଲିଙ୍କ ଦଳ ପଏଣ୍ଟ ଟେବୁଲ ଉପରକୁ ଯିବାକୁ ଚେଷ୍ଟା କରିବ । ଅପର ପକ୍ଷରେ ଏହି ମ୍ୟାଚରେ ବିଜୟୀ ହେଲେ ହିଁ ପଞ୍ଜାବ ପ୍ଲେ ଅଫ ଖେଳିବା ଆଶା ଉଜ୍ଜୀବିତ ରଖି ପାରିବ । ଉଭୟ ଦଳର ବ୍ୟାଟିଂ ତାରକା ଖଚିତ ହୋଇଥିବା ବେଳେ ଯେଉଁ ଦଳର ବୋଲର ମାନେ ଭଲ ବୋଲିଂ କରିବେ ସେହି ଦଳ ସଫଳ ହେବ । ଆରସିବି ଏକାଦଶରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପଞ୍ଜାବ ଗେଲଙ୍କୁ ଖେଳାଇପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook