Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ଅର୍ଥନୀତି

ମୁଖ୍ୟ ଖବର

    ରେପୋ ରେଟ ଅପରିବର୍ତ୍ତିତ

    Share on :
    ajab-Image
    Date: Feb 6, 2020    Views: 2673

    ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ପକ୍ଷରୁ ରେପୋ ରେଟକୁ  ଅପରିବର୍ତ୍ତିତ ରଖାଯାଇଛି ।  ୫.୧୫ ପ୍ରତିଶତରେ ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ ।  ତେବେ ୨୦୧୯-୨୦ରେ ଆର୍ଥିକ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବା ସମ୍ଭାବନା ରହିଛି ।  ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧି ହାର ୬ ପ୍ରତିଶତ ପହଞ୍ଚିବା ନେଇ ସମ୍ଭାବନା ରହିଛି । 

    ">
    Loading...

    Maximum 500 characters

    ଅର୍ଥନୀତି View all

    Find Us on Facebook