Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ସଂସ୍କୃତି

ମୁଖ୍ୟ ଖବର

    ପରଲୋକରେ ରବି ସିଂ

    Share on :
    ajab-Image
    Date: Feb 2, 2020    Views: 2446

    ଭୁବନେଶ୍ୱର : ବିପ୍ଲବୀ କବି ରବି ସିଂଙ୍କ ପରଲୋକ ହୋଇଯାଇଛି  । କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ  । ମୃତୁ୍ୟବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା  ।
    ନିଜ ଶବ୍ଦର ଯାଦୁକରୀରେ ସେ ବିପ୍ଲବର ବହ୍ନି ଲଗାଇ ପାରୁଥିଲେ  । ‘ପଥ ପ୍ରାନ୍ତର କବିତା’, ‘ଚରମ ପତ୍ର’, ‘ଶିଥିଳ ବଲଗା’, ‘ଲାଲ ପାଗୋଡ଼ାର ପ୍ରେତ ଓ ଅନ୍ୟ କବିତା’, ‘ଭ୍ରକୁଟି’, ‘ବିଦୀର୍ଣ୍ଣ’, ‘ପଦାତିକ’, ‘ଅପ୍ରୀତିକର କବିତା’, ‘କ୍ଷତ’, ‘ବିଷବାଣୀ’, ‘ଦୁର୍ଗମ ଗିରି’, ‘ସର୍ବହରା’, ‘ଅନାର୍ଯ୍ୟ ଚାର୍ଯ୍ୟପାଦ’ ଭଳି ଅନେକ ପୁସ୍ତକର ସେ ରଚୟିତା । ୨୦୧୭ରେ ତାଙ୍କୁ ଅତିବଡ଼ୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା  ।

    Maximum 500 characters

    ସଂସ୍କୃତି View all

    Find Us on Facebook