Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିରରୁ କୌଣସି ସୁଡ଼ଙ୍ଗ ନାହିଁ

    Share on :
    ajab-Image
    Date: Feb 15, 2020    Views: 3969

    ପୁରୀ: ଗଙ୍ଗାମାତା ମଠରେ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।  ତାଙ୍କ କହିବା ଅନୁଯାୟୀ ଶ୍ରୀମନ୍ଦିର ଭିତରୁ ଏଭଳି କୌଣସି ସୁଡ଼ଙ୍ଗ ଥିବା ପ୍ରମାଣ ନାହିଁ ।  କୌଣସି ସୁଡ଼ଙ୍ଗ ସହ ସଂଯୋଗ ଥିବା ସୁଡ଼ଙ୍ଗର ମଧ୍ୟ ପ୍ରମାଣ ନାହିଁ ।   ଯଦି ଚର୍ଚ୍ଚା ହେଉଛି ତାହେଲେ ଏନେଇ ଅନୁଧ୍ୟାନ କରାଯିବ ।  ଗଙ୍ଗାମାତା ମଠରେ ଥିବା ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରାଯିବ ।  ଶ୍ରୀମନ୍ଦିର ଇଞ୍ଜିନୟରମାନଙ୍କୁ ନେଇ ପ୍ରଶାସନ ଏନେଇ ଅନୁଧ୍ୟାନ କରିବ ।  ଗଙ୍ଗାମାତା ମଠରୁ ଐତିହ୍ୟ ସ୍ଥାନ ଭାବେ ଭୁରୁତ୍ୱ ଦେବାକୁ ବିଚାର ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook