Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

ସଂସ୍କୃତି

ମୁଖ୍ୟ ଖବର

    ବାଙ୍କଚୂଡାÿ ବେଶ

    Share on :
    ajab-Image
    Date: Nov 9, 2019    Views: 238

    କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୁଏ । କିମ୍ବଦନ୍ତୀ ଅନୁଯାୟୀ ମଥୁରାରୁ ଗୋପ ଆସିଥିବା ଅକ୍ରୁରଙ୍କୁ ଶ୍ରୀକୃଷ୍ଣ ବାଙ୍କଚୂଡା ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ କେଉଁ କାଳରୁ ଏହି ବେଶ କରାଯାଉଛି । ଏହି ବେଶରେ ମହାପ୍ରଭୁମାନେ ଅପେକ୍ଷାକୃତ କ୍ଷୁଦ୍ରାକୃତି ଦିଶନ୍ତି । ଅତିବଡ଼ୀ ସମ୍ପ୍ରଦାୟର ଭକ୍ତ ଶ୍ରଦ୍ଧାଳୁଙ୍କର ଏହି ବେଶ ଅତି ପ୍ରିୟ । ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶ ସହ ବାଙ୍କଚୂଡା ବେଶ ପ୍ରାୟ ସମାନ । ମୁଖ୍ୟ ପରିବର୍ତ୍ତନ ମୁକୁଟରେ  ହୋଇଥାଏ । ଆଜି ମଧ୍ୟ ଗରୁଡ଼ ଉତଥାପନ ଦ୍ୱାଦଶୀ ।

    Maximum 500 characters

    ସଂସ୍କୃତି View all

    Find Us on Facebook