Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲଟି ପ୍ଲେକ୍ସ

    Share on :
    ajab-Image
    Date: Feb 5, 2020    Views: 5836

    ଭୁବନେଶ୍ୱରରୁ ତପନ କୁମାର ସୂତାର : ଆଉ ବସଷ୍ଟାଣ୍ଡର ପୁତିଗନ୍ଧମୟ ପରିବେଶରେ ଯାତ୍ରୀମାନେ ଆକ୍ତାମାକ୍ତା ହେବେନାହିଁ  । ଘଂଟାଘଂଟା ଅପେକ୍ଷା କରୁଥିବା ଯାତ୍ରୀମାନେ ଆଉ ବୋର ହେବେନାହିଁ  । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  । ଗୋଟିଏ ପଟେ ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରୟାସ ଜାରି ରଖିôଥିବାବେଳେ ଏବେ ବସଷ୍ଟାଣ୍ଡଗୁଡ଼ିକୁ ଅତ୍ୟାଧୁନିକ ଛାପ ଦେବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି  । ବସଷ୍ଟାଣ୍ଡକୁ ବିମାନବନ୍ଦର ଭଳି ବିକଶିତ କରାଯିବା ସହ ସପିଂ ମଲ ଓ ମଲଟି ପ୍ଲେକ୍ସର ବ୍ୟବସ୍ଥା ମଧ୍ୟ ହେବ  । କ୍ରୁଟ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା  ।

    ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ, ଓଏସଆରଟିସି ବସକୁ ମୋ ବସ ଭଳି ଉନ୍ନତିକରଣ କରାଯିବ । ପ୍ରମୁଖ ବସଷ୍ଟାଣ୍ଡଗୁଡ଼ିକ ବିମାନ ବନ୍ଦର ଭଳି ଉନ୍ନତ ହେବ । ପ୍ରମୁଖ ବସଷ୍ଟାଣ୍ଡରେ ସପିଂ ମଲ ଓ ମଲଟି ପ୍ଲେକସ ରହିବ  । ସେହିପରି ଚଳିତ ବର୍ଷ ୫୦ଟି ଇ-ବସ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook