Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଆଳୁ ଖାଆନ୍ତୁ, ଓଜନ କମାନ୍ତୁ

    Share on :
    ajab-Image
    Date: Sep 6, 2020    Views: 3496

    ପ୍ରାୟତଃ ଆପଣମାନେ ଶୁଣିଥିବେ ଯେ ପତଳା ହେବା ପାଇଁ ପ୍ରଥମେ କାର୍ବୋହାଇଡ୍ରେଟ୍ ଠାରୁ ଦୂରରେ ରହିବାକୁ ପଡିବ କିମ୍ବା କମ୍ ମାତ୍ରାରେ ଏହା ଖାଇବାକୁ ପଡିବ । ଓଜନ କମାଇବା ସମୟରେ ପ୍ରାୟତଃ ଲୋକ ମାନେ ଆଳୁ ଠାରୁ ଦୂରେଇ ଯାଆନ୍ତି ।  ଆଜି ଆପଣଙ୍କୁ ଏକ ଖାସ୍ ପଟାଟୋ ଡାଏଟ୍  ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ  ୫ ଦିନ ଯାଏଁ କେବଳ ଆଳୁ ଖାଇବାକୁ ପଡିବ । ଏଥିରେ ଆପଣଙ୍କ ଓଜନ ବହୁତ କମିଯିବ ।

    ଜର୍ନଲ ଅଫ୍ କୋଲେକୁଲାର ଆଣ୍ଡ୍ ନ୍ୟୁଟ୍ରିସନ ଆଣ୍ଡ୍ ଫୁଡ୍ ରିସର୍ଚ ମୁତାବକ, ଯଦି ଆପଣ ପତଳା ହେବାକୁ ଚାହାନ୍ତି ତେବେ ପ୍ରତିଦିନ ଆଳୁ ଖାଆନ୍ତୁ ।  କେବଳ ଏତିକି ନୁହେଁ, ଲଗାତାର ୫ ଦିନ ଆଳୁ ଡାଏଟ୍ କୁ ଅନୁସରଣ କରନ୍ତି, ତେବେ ଆପଣଙ୍କ ଓଜନ ବହୁତ କେ.ଜି କମିଯିବ । ଆଳୁ ଖାଇବା ଦ୍ୱାରା ଆପଣଙ୍କୁ ଭୋକ ଏତେ ହୋଇନଥାଏ ।  ଆଳୁରେ ପେଟ ଶୀଘ୍ର ଭରିଯାଏ । ଏହି ରିସର୍ଚ ମୁତାବକ ଆଳୁ ଓଜନ କମାଇବାରେ ବହୁତ ସାହାଯ୍ୟ କରିଥାଏ । ଆଳୁରେ କମ୍ପେଲକ୍ସ ହାଇଡେଡ୍ସାଇଡ୍ ଅଧିକ ମାତ୍ରାରେ ଥାଏ ଓ କ୍ୟାଲୋରୀ କମ୍ ଥାଏ । ଏହା ସହ ମେଟାବୋଲିଜିମ୍କୁ ବୃଦ୍ଧି କରିବା ସହିତ ଓଜନକୁ ନିୟନ୍ତ୍ରିତ ରଖିଥାଏ । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook