Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାତିରେ ଶବ ବ୍ୟବଚ୍ଛେଦ କରାଯାଏ ନାହିଁ କାହିଁକି ଜାଣନ୍ତି କି

    Share on :
    ajab-Image
    Date: Jan 14, 2021    Views: 2534

    ବ୍ୟକ୍ତିର ମୃତ୍ୟୁ ପରେ ଶବର ପରୀକ୍ଷଣ କରିବା ପାଇଁ ପୋଷ୍ଟମର୍ଟମ କରାଯାଏ। ଏଥିରୁ ଜଣାପଡେ ଯେ ବ୍ୟକ୍ତିର ମୃତ୍ୟୁ କେଉଁ କାରଣରୁ ହୋଇଛି। ଏହି ପ୍ରକ୍ରିୟା ମୃତ୍ୟୁର ୧୦ଘଣ୍ଟା ଭିତରେ ହିଁ କରାଯାଏ। ଏବଂ ପୋଷ୍ଟମର୍ଟମ କରିବା ପୂର୍ବରୁ ପରିବାର ଲୋକଙ୍କୁ ସହମତି ନିଆଯାଇଥାଏ।

    ପ୍ରାୟତଃ ଆପଣ ଦେଖିଥିବେ କେବେ କେବେ ରାତିରେ ଡାକ୍ତର ପୋଷ୍ଟମର୍ଟମ କରନ୍ତି ନାହିଁ। କାରଣ ରାତିରେ ଟ୍ୟୁବଲାଇଟ୍ ଏବଂ ଏଲ୍ଇଡି ଆଲୁଅରେ ଆଘାତର ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ। କିନ୍ତୁ ସୂର୍ୟ୍ୟ ଆଲୁଅରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଇଥାଏ। ଏହି କାରଣରୁ ଫାରୋନ୍ସିକ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତକୁ ଉଲ୍ଲେଖ କରାଯାଇପାରିନଥାଏ। ଏଥିରୁ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନଥାଏ।ଏହା ବ୍ୟତୀତ ଆମ ଧର୍ମରେ ମଧ୍ୟ ପୋଷ୍ଟମର୍ଟମ କରିବାକୁ ଅନୁମତି ଦିଆଯାଇନଥାଏ। ଏଥିପାଇଁ ଡାକ୍ତର ରାତିରେ ପୋଷ୍ଟମର୍ଟମ କରିବାକୁ ମନା କରାଯାଇଥାଏ। କୋର୍ଟ ମଧ୍ୟ ଡାକ୍ତରଙ୍କୁ ମନା କରିଥାଏ ପୋଷ୍ଟମର୍ଟମ କରିବା ପାଇଁ।

    Maximum 500 characters

    ବିଶେଷ View all

    Find Us on Facebook