Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଡାଳିମ୍ବ ଜୁସ, ଜାଣନ୍ତୁ କେତେ ହିତକର

    Share on :
    ajab-Image
    Date: Sep 6, 2020    Views: 3165

    ଡାଳିମ୍ବ ଓ ଡାଳିମ୍ବ ଜୁସ ଦେହ ପାଇଁ ବହୁତ ଲାଭଦାୟକ ଅଟେ । ପ୍ରତିଦିନ ଡାଳିମ୍ବ  ଜୁସ ପିଇବା ଦ୍ୱାରା ଶରୀରରେ ରକ୍ତ ବଢିବା ସହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ । ଡାଳିମ୍ବରେ ଫାଇଭର, ଭିଟାମିନ ସି ଓ ଭିଟାମିନ କେ ଅଧିକ ମାତ୍ରାରେ ଥାଏ ।  ଆସନ୍ତୁ ଜାଣିବା ଡାଳିମ୍ବ ଜୁସ ସ୍ୱାସ୍ଥ୍ୟ ପାଇଁ କେତେ ହିତକର:-

    -ଡାଳିମ୍ବରେ ଅଧିକ ମାତ୍ରାରେ ଫାଇଭର, ଭିଟାମିନ ଏ,  ଭିଟାମିନ ସି ଓ ଭିଟାମିନ ଇ ଥାଏ । ଏହି ଭିଟାମିନ ତ୍ୱଚାକୁ ଉଜ୍ୱଳ ରଖିବାରେ ସାହାଯ୍ୟ କରିଥାଏ ।

    -ଡାଳିମ୍ବରେ ଥିବା ଭିଟାମିନ ଇ ତ୍ୱଚାରେ କୁଂଚନ ପଡିବାକୁ  ଦେଇନଥାଏ ।

    -ଡାଳିମ୍ବ ଜୁସ ପିଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସହିତ ମନରେ ଆସୁଥିବା ନକାରାତ୍ମକ ଚିନ୍ତା ଧାରାରୁ ମଧ୍ୟ ଦୂର ରଖେ ।

    -ଡାଳିମ୍ବରେ ଥିବା ଭିଟାମିନ ଏ ଦୃଷ୍ଟି ଶକ୍ତି ବଢାଇଥାଏ । 

    -ଡାଳିମ୍ବ ଜୁସ ପିଇବା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ ଓ ହୃଦ ଜନିତ ରୋଗ ମଧ୍ୟ ହୋଇନଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook