Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ପ୍ରଦୂଷଣରୁ ବର୍ତ୍ତିବାର ଉପାୟ

    Share on :
    ajab-Image
    Date: Nov 9, 2019    Views: 7

    ଗାଡ଼ିମଟରର ଯଥାସମ୍ଭବ କମ୍ ବ୍ୟବହାର କରନ୍ତୁ । କିଛି କିଣାକିଣି କରିବାର ଥିଲେ କିମ୍ବା କାହାକୁ ଦେଖିବାକୁ ଯାଉଥିଲେ ଆପଣ ଚାଲିକରି ମଧ୍ୟ ଯାଇପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ।
    ଘରୁ ବାହାରିଲେ ମାସ୍କ ଲଗାଇ ଯାନ୍ତୁ । ଘର ଭିତରେ ଯଥାସମ୍ଭବ ପରିଷ୍କାର ରଖିବା ଆବଶ୍ୟକ ।
    ନିଶ୍ୱାସ ନେବା ବେଳେ କଷ୍ଟ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
    ସକାଳବେଳା ବାଲକୋନି କିମ୍ବା ଛାତ ଉପରେ କିଛି ସମୟ ବୁଲାବୁଲି କରନ୍ତୁ ।
     ଆପଣ ଏକ ଏୟାର ପୁରିଫାୟାର ଲଗାଇପାରନ୍ତି, କିନ୍ତୁ ମନେ ରଖନ୍ତୁ ତାହା ମଧ୍ୟ ଏକ ଯନ୍ତ୍ର । ସମୟ କ୍ରମେ ତାହାର କୁପ୍ରଭାବ ମଧ୍ୟ ପଡ଼ିବ ।
    ନିଜ ଭୋଜନରେ ନିୟମିତ ଓମେଗା ଥ୍ରୀ ଫ୍ୟାଟି ଏସିଡ଼, ରସୁଣ ଓ ମହୁକୁ ମିଶାନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook