Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲମ୍ବା ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ବାବୁ

    Share on :
    ajab-Image
    Date: Oct 22, 2020    Views: 5889

    ଲକ୍ଷ୍ନୌ :  ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ୱତନ୍ତ୍ର ଇଚ୍ଛା ରହିଥାଏ  । କାହାର ଲମ୍ବା ଦାଢ଼ି ରଖିବାକୁ ତ ଇଚ୍ଛା ଥାଏ ଆଉ କିଏ ସ୍ୱାସ୍ଥ୍ୟକୁ ନେଇ ଇଚ୍ଛା  । ମାତ୍ର ଏହି ଇଚ୍ଛା କେବେମଣିଷ ଲାଗି ସମସ୍ୟା ସୃଷ୍ଟି କରିଦେଇଥାଏ  ।  ଜଣେ ସବଇନ୍ସପେକ୍ଟରଙ୍କୁ ଦାଢି ରଖିବା ମହଙ୍ଗା ପଡ଼ିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର  ବାଗପତ ରାମାଲା ଥାନାରେ ।   ବିନା ଅନୁମତିରେ ଦାଢ଼ି ରଖିବା ପାଇଁ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁୁ ଦାଢିକାଟିବାକୁ ବହୁଥର କୁହାଯାଇଥିଲା। ମାତ୍ର ସେ ଏହାକୁ ହେୟଜ୍ଞାନ କରିଥିଲେ। ସେ ଅଧିକ୍ଷକଙ୍କ ଚେତାବନୀକୁ ଅଣଦେଖା କରି ଦାଢ଼ି ରଖିଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook